ETV Bharat / sports

ଆଇପିଏଲ 2020: ଟସ ଜିତିଲା ରାଜସ୍ଥାନ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Oct 30, 2020, 7:37 PM IST

କିଙ୍ଗ୍ସ ଇଲେଭନ ପଞ୍ଜାବ ବିପକ୍ଷରେ ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

IPL 2020: RR win toss, elect to field against KXIP
ଆଇପିଏଲ 2020: ଟସ ଜିତିଲା ରାଜସ୍ଥାନ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ଆବୁଧାବି: ଆଇପିଏଲର 50ତମ ମୁକାବିଲାରେ ଆଜି(ଶୁକ୍ରବାର) କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେଉଛି ।

ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

ପ୍ଲେ-ଅଫରେ ସ୍ଥାନ ପାଇଁ ଏହି ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜସ୍ଥାନ ରୟାଲ୍ସ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଟିମ । ଅନ୍ୟପଟେ ବିଜୟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି କିଙ୍ଗ୍ସ ଇଲେଭନ ପଞ୍ଜାବ ।

କିଙ୍ଗ୍ସ ଇଲେଭନ ପଞ୍ଜାବ(ଚୁଡାନ୍ତ ଏକାଦଶ): କେଏଲ ରାହୁଲ(କ୍ୟାପଟେନ/ ୱିକେଟ କିପର) ମନ୍ଦୀପ ସିଂ, କ୍ରିସ ଗେଲ, ନିକୋଲାସ ପୁରୋନ, ଗ୍ଳେନ ମାକ୍ସୱେଲ, ଦୀପକ ହୁଡ୍ଡା, କ୍ରିସ ଜୋର୍ଡାନ, ମୁରୁଗାଁ ଅଶ୍ବିନୀ, ରବି ବିଷ୍ଣୋଇ, ମହମ୍ମଦ ସାମି, ଅର୍ଶଦୀପ ସିଂ ।

ରାଜସ୍ଥାନ ରୟାଲ୍ସ(ଚୁଡାନ୍ତ ଏକାଦଶ): ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ଷ୍ଟିଭ ସ୍ମିଥ(କ୍ୟାପଟେନ), ସଞ୍ଜୁ ସାମସନ(ୱିକେଟ କିପର), ଜସ ବଟଲର, ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ବରୁଣ ଆରୋନ, କାର୍ତ୍ତିକ ତ୍ୟାଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.