ETV Bharat / sports

ଆଇପିଏଲ ପ୍ଲେ-ଅଫ, ମହିଳା ଟି-20 ଚ୍ୟାଲେଞ୍ଜ ସୂଚୀ ଘୋଷଣା

author img

By

Published : Oct 25, 2020, 10:57 PM IST

ରବିବାର ବିସିସିଆଇ ପ୍ଲେ-ଅଫ ସୂଚୀ ଆଇପିଏଲ ୱେବସାଇଟରେ ଘୋଷଣା କରିଛି । ଅଧିକ ପଢନ୍ତୁ...

IPL 2020 playoff, Women's T20 Challenger schedule announced
ଆଇପିଏଲ ପ୍ଲେ-ଅଫ, ମହିଳା ଟି-20 ଚ୍ୟାଲେଞ୍ଜ ସୂଚୀ ଘୋଷଣା

ହାଇଦ୍ରାବାଦ: ସେପ୍ଟେମ୍ବର 6ରେ ବିସିସିଆଇ ଆଇପିଏଲର 13ତମ ସଂସ୍କରଣର ମ୍ୟାଚ ସୂଚୀ ଘୋଷଣା କରିଥିଲା । ମାତ୍ର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପ୍ଲେ-ଅଫ ସୂଚୀ ଜାରି କରିନଥିଲା । ସ୍ଥିତିକୁ ନଜରରରେ ରଖି ପ୍ଲେ-ଅଫ ସୂଚୀ ଘୋଷଣା ହେବ ବୋଲି କୁହାଯାଇଥିଲା ।

ତେବେ ଆଇପିଏଲ 2020 ଶେଷ ହେବାକୁ ଯାଉଥିବାବେଳେ, ପ୍ରତ୍ୟେକ ମ୍ୟାଚ ପରେ ପ୍ଲେ-ଅଫ ଚିତ୍ର ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ଫଳରେ ରବିବାର ବିସିସିଆଇ ପ୍ଲେ-ଅଫ ସୂଚୀ ଆଇପିଏଲ ୱେବସାଇଟରେ ଘୋଷଣା କରିଛି । ଏଥିରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ସ୍ବାକ୍ଷର ରହିଛି ।

NEWS - The Women’s T20 Challenge to be played from 4th November to 9th November, 2020 will be held in Sharjah.

Read - https://t.co/8Zyx1hEBx0 #WomensT20Challenge pic.twitter.com/sxsiVzgHop

— IndianPremierLeague (@IPL) October 25, 2020 ">

ପ୍ରଥମ କ୍ବାଲିଫାୟର ମ୍ୟାଚ ନଭେମ୍ବର 5ରେ ଦୁବାଇରେ ଖେଳାଯିବ । ଏଲିମିନେଟର ନଭେମ୍ବର 6ରେ ଆବୁଧାବିରେ ଖେଳାଯିବ । ସେହିପରି ଦ୍ବିତୀୟ କ୍ବାଲିଫାୟର ନଭେମ୍ବର 8ରେ ଆବୁଧାବିରେ ଖେଳାଯିବ । ଫାଇନାଲ ମ୍ୟାଚ ନଭେମ୍ବର 10ରେ ଦୁବାଇରେ ଖେଳାଯିବ ।

ଆଇପିଏଲ 2020 ପ୍ଲେ-ଅଫ ସୂଚୀ

  • କ୍ବାଲିଫାୟର 1- ନଭେମ୍ବର 5(ଦୁବାଇ)
  • ଏଲିମିନେଟର- ନଭେମ୍ବର 6(ଆବୁଧାବି)
  • କ୍ବାଲିଫାୟର 2- ନଭେମ୍ବର 8(ଆବୁଧାବି)
  • ଫାଇନାଲ - ନଭେମ୍ବର 10(ଦୁବାଇ)

ମହିଳା ଟି-20 ଚ୍ୟାଲେଞ୍ଜ

  • ସୁପରନୋଭାସ vs ଭେଲୋସିଟି - ନଭେମ୍ବର 4
  • ଭେଲୋସିଟି vs ଟ୍ରେଲବ୍ଳେଜର୍ସ - ନଭେମ୍ବର 5
  • ଟ୍ରେସବ୍ଳେଜର୍ସ vs ସୁପରନୋଭାସ - ନଭେମ୍ବର 7
  • ଫାଇନାଲ ନଭେମ୍ବର -9(ଶାରଜାହ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ସେପ୍ଟେମ୍ବର 6ରେ ବିସିସିଆଇ ଆଇପିଏଲର 13ତମ ସଂସ୍କରଣର ମ୍ୟାଚ ସୂଚୀ ଘୋଷଣା କରିଥିଲା । ମାତ୍ର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପ୍ଲେ-ଅଫ ସୂଚୀ ଜାରି କରିନଥିଲା । ସ୍ଥିତିକୁ ନଜରରରେ ରଖି ପ୍ଲେ-ଅଫ ସୂଚୀ ଘୋଷଣା ହେବ ବୋଲି କୁହାଯାଇଥିଲା ।

ତେବେ ଆଇପିଏଲ 2020 ଶେଷ ହେବାକୁ ଯାଉଥିବାବେଳେ, ପ୍ରତ୍ୟେକ ମ୍ୟାଚ ପରେ ପ୍ଲେ-ଅଫ ଚିତ୍ର ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ଫଳରେ ରବିବାର ବିସିସିଆଇ ପ୍ଲେ-ଅଫ ସୂଚୀ ଆଇପିଏଲ ୱେବସାଇଟରେ ଘୋଷଣା କରିଛି । ଏଥିରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ସ୍ବାକ୍ଷର ରହିଛି ।

ପ୍ରଥମ କ୍ବାଲିଫାୟର ମ୍ୟାଚ ନଭେମ୍ବର 5ରେ ଦୁବାଇରେ ଖେଳାଯିବ । ଏଲିମିନେଟର ନଭେମ୍ବର 6ରେ ଆବୁଧାବିରେ ଖେଳାଯିବ । ସେହିପରି ଦ୍ବିତୀୟ କ୍ବାଲିଫାୟର ନଭେମ୍ବର 8ରେ ଆବୁଧାବିରେ ଖେଳାଯିବ । ଫାଇନାଲ ମ୍ୟାଚ ନଭେମ୍ବର 10ରେ ଦୁବାଇରେ ଖେଳାଯିବ ।

ଆଇପିଏଲ 2020 ପ୍ଲେ-ଅଫ ସୂଚୀ

  • କ୍ବାଲିଫାୟର 1- ନଭେମ୍ବର 5(ଦୁବାଇ)
  • ଏଲିମିନେଟର- ନଭେମ୍ବର 6(ଆବୁଧାବି)
  • କ୍ବାଲିଫାୟର 2- ନଭେମ୍ବର 8(ଆବୁଧାବି)
  • ଫାଇନାଲ - ନଭେମ୍ବର 10(ଦୁବାଇ)

ମହିଳା ଟି-20 ଚ୍ୟାଲେଞ୍ଜ

  • ସୁପରନୋଭାସ vs ଭେଲୋସିଟି - ନଭେମ୍ବର 4
  • ଭେଲୋସିଟି vs ଟ୍ରେଲବ୍ଳେଜର୍ସ - ନଭେମ୍ବର 5
  • ଟ୍ରେସବ୍ଳେଜର୍ସ vs ସୁପରନୋଭାସ - ନଭେମ୍ବର 7
  • ଫାଇନାଲ ନଭେମ୍ବର -9(ଶାରଜାହ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.