ETV Bharat / sports

ଆଇପିଏଲ 13: ପ୍ରଥମେ ବ୍ୟାଟିଂ କରିବ ରୋହିତଙ୍କ ମୁମ୍ବାଇ ଟିମ

author img

By

Published : Oct 6, 2020, 7:46 PM IST

ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ସ୍ଥାନୀୟ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

ଆଇପିଏଲ 13: ପ୍ରଥମେ ବ୍ୟାଟିଂ କରିବ ରୋହିତଙ୍କ ମୁମ୍ବାଇ ଦଳ

ଆବୁଧାବି: ଆଜି ଖେଳାଯାଉଛି ଆଇପିଏଲର 20ତମ ମ୍ୟାଚ । ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା । ସ୍ଥାନୀୟ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

ତେବେ ପୂର୍ବ ମ୍ୟାଚରୁ ଅପରିବର୍ତ୍ତିତ ଏକାଦଶ ସହ ଆଜି ପଡିଆକୁ ଓହ୍ଲାଉଛି ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ 3ଟି ପରିବର୍ତ୍ତନ ସହ ଆଜି ମ୍ୟାଚ ଖେଳୁଛି ରାଜସ୍ଥାନ ରୟାଲ୍ସ ।

  • ରାଜସ୍ଥାନ ରୟାଲ୍ସ ଚୁଡାନ୍ତ ଏକାଦଶ: ଜୋସ୍ ବଟଲର, ଜଶ୍ବସୀ ଜସୱାଲ, ଷ୍ଟିଭେନ୍ ସ୍ମିଥ୍, ସଞ୍ଜୁ ସାମସନ୍, ମହିପାଲ ଲୋମୋର, ରାହୁଲ ତେୱାଟିଆ, ଜୋଫ୍ରା ଆର୍ଚର, ଟମ କୁରନ, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ଟ୍ୟାଗି ।
  • ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, କ୍ୱିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.