ETV Bharat / sports

ଆଇପିଏଲ 2020: ଟ୍ବିଟରରେ ମହମ୍ମଦ ସିରାଜଙ୍କୁ ଅଜସ୍ର ପ୍ରଶଂସା - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର vs କୋଲକାତା ନାଇଟ ରାଇଡର୍ସ

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦୁଇଟି ମେଡନ ୱିକେଟ ଓଭର ବୋଲିଂ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଆରସିବି ବୋଲର ମହମ୍ମଦ ସିରାଜ ।

IPL 2020: Mohammed Siraj leaves Twitter awestruck
ଆଇପିଏଲ 2020: ଟ୍ବିଟରରେ ମହମ୍ମଦ ସିରାଜଙ୍କୁ ଅଜସ୍ର ପ୍ରଂଶସା
author img

By

Published : Oct 22, 2020, 5:17 PM IST

Updated : Oct 22, 2020, 10:32 PM IST

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲର ମହମ୍ମଦ ସିରାଜ ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଚଳିତ ଆଇପିଏଲ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦୁଇଟି ମେଡନ ୱିକେଟ ଓଭର ବୋଲିଂ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ।

ସିରାଜ ବିନା କୌଣସି ରନ ବ୍ୟୟରେ ପ୍ରଥମ 3ଟି ୱିକେଟ ହାସଲ କରିଥିଲେ । ଏଥିସହିତ ଆଇପିଏଲ ଇତିହାସରେ ଗୋଟିଏ ମ୍ୟାଚରେ ଦୁଇଟି ମେଡେନ ଓଭର ବୋଲିଂ ସହ ପ୍ରଥମ ବୋଲର ହେବାର ରେକର୍ଡ କରିଛନ୍ତି । ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ମାତ୍ର 84/8 ରୋକିଥିଲା ଆରସିବି । ପରେ 13.3 ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିବା ସହ ଚଳିତ ସଂସ୍କରଣର 7ମ ବିଜୟ ହାସଲ କରିଥିଲା ।

ସିରାଜ 4 ଓଭର ବୋଲିଂ କରି 2ଟି ମେଡେନ, 8ରନ ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଥିଲେ ।

  • What a big win for Kohli's team in #RCBvKKR game. Match was decided the moment KKR was 3 for 3 in just 3rd over but no fightback from KKR. Well done, #mohammedsiraj 8 for 3 doesn't happen regularly even in gully cricket! Enjoy the night! #KKRvRCB #IPL2020

    — R P Singh रुद्र प्रताप सिंह (@rpsingh) October 21, 2020 " class="align-text-top noRightClick twitterSection" data=" ">

ସିରାଜଙ୍କ ଘାତକ ବୋଲିଂ ପ୍ରଦର୍ଶନ ପରେ ନଜର ପକାନ୍ତୁ ଟ୍ବିଟରରେ କଣ ସବୁ ପ୍ରଶଂସାରେ ଚର୍ଚ୍ଚା ହୋଇଥିଲା:

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2020, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.