ETV Bharat / sports

ଶେଷ ହେଲା 2020 ଆଇପିଏଲ ନିଲାମ, ଜାଣନ୍ତୁ କେଉଁ ଟିମରେ କେଉଁ ଖେଳାଳି

ଶେଷ ହୋଇଛି 2020 ଆଇପିଏଲ ପାଇଁ ବ୍ୟୟ ବହୁଳ ନିଲାମି ପ୍ରକ୍ରିୟା । ଜାଣନ୍ତୁ ନିଲାମ ପରେ କେଉଁ ଦଳରେ କେଉଁ ଖେଳାଳି ରହିଛନ୍ତି...

author img

By

Published : Dec 19, 2019, 11:22 PM IST

IPL 2020 auction
2020 ଆଇପିଏଲ ନିଲାମ

କୋଲକାତା: ଶେଷ ହୋଇଛି 2020 ଆଇପିଏଲ ପାଇଁ ବ୍ୟୟ ବହୁଳ ନିଲାମି ପ୍ରକ୍ରିୟା । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପାଟ କମିନ୍ସ ସର୍ବାଧିକ ବିଦେଶୀ ମହଙ୍ଗା ଖେଳାଳି ହେବାର ରେକର୍ଡ କରିଛନ୍ତି । 15.50 କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ ପୁନର୍ବାର ଦଳରେ ସାମିଲ କରିଛି ।

ଜାଣନ୍ତୁ ନିଲାମ ପରେ କେଉଁ ଦଳରେ କେଉଁ ଖେଳାଳି ରହିଛନ୍ତି..

ଚେନ୍ନାଇ ସୁପର କିଙ୍ଗସ
ପୂର୍ବରୁ ରଖିଥିବା ଖେଳାଳି: ସେନ ୱାଟସନ, ଅମ୍ବାତି ରାୟୁଡୁ, ଫାଫ ଡୁପ୍ଳେସିସ, ସୁରେସ ରୈନା, କେଦାର ଯାଦବ, ଏନ ଜଗଦିସନ, ଏମ ବିଜୟ, ରିତୁରାଜ ଗାଏକ୍ବାଡ, ଏମ ଏସ ଧୋନି(ୱିକେଟ କିପର), ଡ୍ବାଇନ ବ୍ରାଭୋ, ରିବନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର, ମୋନୁ ସିଂହ, ହରଭଜନ ସିଂହ, ଇମ୍ରାନ ତାହିର, କର୍ଣ୍ଣ ଶର୍ମା, ଲୁଙ୍ଗି ଏଙ୍ଗିଡି, ଦିପକ ଚହର, ଶାର୍ଦ୍ଦଉଲ ଠାକୁର, କେ ଏମ ଆସିଫ ।

ନିଲାମରେ କିଣିଥିବା ଖେଳାଳି: ପିୟୁସ ଚାୱଲା(6.75 କୋଟି), ସାମ କରନ(5.5 କୋଟି), ଜସ ହେଜେଲଉଡ(2 କୋଟି), ଆର ସାଇ କିଶୋର(20 ଲକ୍ଷ୍ୟ)

ଦିଲ୍ଲୀ କ୍ୟାପିଟାଲ୍ସ
ପୂର୍ବରୁ ରଖିଥିବା ଖେଳାଳି: ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ, ପୃଥ୍ବୀ ଶ, ଶ୍ରେୟସ ଆୟର, ରିଷଭ ପନ୍ତ(ୱିକେଟ କିପର), ଆକ୍ସର ପଟେଲ, ହର୍ଷଲ ପଟେଲ, ଆର ଆଶ୍ବିନ, ଅମିତ ମିଶ୍ର, ସନ୍ଦୀପ ଲାମିଚାନେ, କାଗିଶୋ ରାବାଡା, ଇଶାନ୍ତ ଶର୍ମା, କିମୋ ପଲ, ଅଭେସ ଖାନ ।

ନିଲାମରେ କିଣିଥିବା ଖେଳାଳି: ସିମ୍ରନ ହେଟମେୟର(7.75 କୋଟି), ମାର୍କସ ଷ୍ଟୋନିସ(1 କୋଟି), ଆଲେକ୍ସ କେରୀ(2.4 କୋଟି), ଜଶନ ରୟ(1.5 କୋଟି), କ୍ରିସ ୱର୍କସ(1.5 କୋଟି), ମୋହିତ ଶର୍ମା(50 ଲକ୍ଷ), ତୁଷାର ଦେଶପାଣ୍ଡେ(20 ଲକ୍ଷ), ଲଳିତ ଯାଦବ(20 ଲକ୍ଷ)
କିଙ୍ଗସ ଇଲେଭେନ ପଞ୍ଜାବ

ପୂର୍ବରୁ ରଖିଥିବା ଖେଳାଳି: କେଏଲ ରାହୁଲ(ୱିକେଟ କିପର), କ୍ରିସ ଗେଲ, ମୟଙ୍ଗ ଅଗ୍ରୱାଲ, କରୁନ ନାଏର, ମନଦୀପ ସିଂହ, ନିକୋଲାସ ପୋରନ(ୱିକେଟ କିପର), ମୁରୁଗାନ ଅଶ୍ବିନ, ମୁଜୀବ-ଅର-ରେହମାନ, କେ ଗୋଥାମ, ଜେ ସୁଚିଥ, ହରପ୍ରିତ ବ୍ରାର, ମହମ୍ମଦ ସାମି, ହରଦିସ ଭିଜୋନ, ଅର୍ଶଦୀପ ସିଂହ, ଦର୍ଶନ ନାଲକାଣ୍ଡେ ।

ନିଲାମରେ କିଣିଥିବା ଖେଳାଳି: ଗ୍ଳେନ ମାକ୍ସୱେଲ(10.75 କୋଟି), ସେଲଡେନ କଟ୍ରେଲ(8.5କୋଟି), ରବି ବିଷ୍ଣୋଇ(2 କୋଟି), ପ୍ରଭସିମ୍ରନ ସିଂହ(55 ଲକ୍ଷ), ଦିପକ ହୁଡା(55 ଲକ୍ଷ), ଜେମସ ନିସାମ(50 ଲକ୍ଷ), ଇଶାନ ପୋରେଲ(20 ଲକ୍ଷ), କ୍ରିସ ଜୋର୍ଡାନ(75 ଲକ୍ଷ), ତାଜିନ୍ଦର ଧିଲନ(20 ଲକ୍ଷ) ।

କୋଲକାତା ନାଇଟ ରାଇଡର୍ସ
ପୂର୍ବରୁ ରଖିଥିବା ଖେଳାଳି: ଶୁଭମନ ଗିଲ, ସିଦେଶ ଲାଡ, ଆଣ୍ଡ୍ରେ ରସେଲ, ଦିନେଶ କାର୍ତ୍ତିକ(ୱିକେଟ କିପର), ରିଙ୍କୁ ସିଂହ, ନିତିଶ ରାନା, ସୁନିଲ ନାରିନ, କୁଲଦୀପ ଯାଦବ, ହେରୀ ଗୁରନେ, ଲୁକି ଫରଗୁସନ, କମଲେସ ନଗରକୋଟି, ଶିବମ ମାଭି, ପ୍ରସିଧ କ୍ରୀଷ୍ଣା, ସନ୍ଦୀପ ୱାରିୟର ।

ନିଲାମରେ କିଣିଥିବା ଖେଳାଳି: ପାଟ କମିନ୍ସ(15.5 କୋଟି), ଇଆନ ମୋର୍ଗାନ(5.25 କୋଟି), ଭରୁନ ଚକ୍ରବତ୍ତୀ(4 କୋଟି), ଟମ ବାନଥ(1 କୋଟି), ରାହୁଲ ଟ୍ରିପାଠି(60 ଲକ୍ଷ), ପ୍ରଭିଣ ତାମ୍ବେ(20 ଲକ୍ଷ), ଏମ ଶ୍ରୀଦ୍ଧାର୍ଥ(20 ଲକ୍ଷ), କ୍ରିସ ଗ୍ରିନ(20 ଲକ୍ଷ), ଲିଖିଲ ନାୟକ(20 ଲକ୍ଷ) ।

ମୁମ୍ବାଇ ଇଣ୍ଡିଆନ୍ସ
ପୂର୍ବରୁ ରଖିଥିବା ଖେଳାଳି: ରୋହିତ ଶର୍ମା, ସୂର୍ଯ୍ୟକୁମାର, କ୍ବିଣ୍ଟିନ ଡି କକ(ୱିକେଟ କିପର), ଆଦିତ୍ୟ ତାରେ(ୱିକେଟ କିପର), ଅନମୋଲପ୍ରିତ ସିଂହ, କିରେନ ପୋଲାର୍ଡ, ଇଶାନ କିଶନ(ୱିକେଟ କିପର), ସେର୍ଫନେ ରଦରଫୋର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଲସିଥ ମାଲିଙ୍ଗା, ରାହୁଲ ଚହର, ଜୟନ୍ତ ଯାଦବ, ଅନୁକୁଳ ରୟ, ଜଶପ୍ରୀତ ବୁମରା, ଲସିଥ ମାଲିଙ୍ଗା, ଟ୍ରେଣ୍ଟ ବାଲ୍ଟ, ଧାୱଲ କୁଲକର୍ଣ୍ଣୀ, ମିଚେଲ ମାକଲେଘାନ ।

ନିଲାମରେ କିଣିଥିବା ଖେଳାଳି: ନାଥମନ କୁଟରନାଇଲ(8 କୋଟି), କ୍ରିସ ଲିନ(2 କୋଟି), ସୌରଭ ତିୱାରୀ(50 ଲକ୍ଷ), ମୋହଶିନ ଖାନ(20 ଲକ୍ଷ), ଦିଗବିଜୟ ଦେଶମୁଖ(20 ଲକ୍ଷ), ପ୍ରିନ୍ସ ବଲୱାନ୍ତ ରାୟ ସିଂହ(20 ଲକ୍ଷ) ।
ରାଜସ୍ଥାନ ରୟାଲ୍ସ
ପୂର୍ବରୁ ରଖିଥିବା ଖେଳାଳି: ଜସ ବଟଲର(ୱିକେଟ କିପର), ଷ୍ଟିଭ ସ୍ମିଥ, ସଞ୍ଜୁ ସାମସାନ(ୱିକେଟ କିପର), ମନନ ବୋହରା, ରିଆନ ପରାଗ, ବେନ ଷ୍ଟୋକସ, ମହିପାଲ ଲୋମରର, ଶଶାଙ୍କ ସିଂହ, ଶ୍ରେୟସ ଗୋପାଲ, ରାହୁଲ ତେୱତିଆ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଅଙ୍କିତ ରାଜପୁତ, ବରୁନ ଆରୁନ ।

ନିଲାମରେ କିଣିଥିବା ଖେଳାଳି: ରବିନ ଉଥାପ୍ପା(3 କୋଟି), ଜୟଦେବ ଉନତକତ(3 କୋଟି), ଜଶସ୍ବୀ ଜୟସ୍ବାଲ(2.4 କୋଟି), କାର୍ତ୍ତିକ ତ୍ୟାଗି(1.3 କୋଟି), ଆଣ୍ଡ୍ରିୟୁ ଟାଇ(1 କୋଟି), ଟମ କରନ(1 କୋଟି), ଅନୁଜ ରାୱତ(80 ଲକ୍ଷ), ଡେଭିଡ ମିଲର(75 ଲକ୍ଷ), ଓସାନେ ଥୋମାସ(50 ଲକ୍ଷ), ଆଲକାଶ ସିଂହ(20 ଲକ୍ଷ), ଅନିରୁଦ୍ଧ ଜୋଶୀ(20 ଲକ୍ଷ)

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ପୂର୍ବରୁ ରଖିଥିବା ଖେଳାଳି: ବିରାଟ କୋହଲି, ଏବି ଡିଭିଲିୟର୍ସ, ଜେବଦତ୍ତ ପାଦିକଲ, ପାର୍ଥୀବ ପଟେଲ, ଗୁରକ୍ରୀତ ସିଂହ ମନ, ମୋଇନ ଅଲ୍ଲୀ, ଶିବମ ଦୁବେ, ଯୁଜଭେନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର, ପୱନ ନେଗି, ଉମେଶ ଯାଦବ, ନବଦୀପ ସୈନି, ମହମ୍ମଦ ସିରାଜ ।

ନିଲାମରେ କିଣିଥିବା ଖେଳାଳି: କ୍ରିସ ମୋରିସ(10 କୋଟି), ଆରୋନ ଫିଞ୍ଚ(4.4 କୋଟି, ଡେନ ଷ୍ଟେନ(2 କୋଟି), କେନ ରିଚାର୍ଡସନ(1.5 କୋଟି), ଇସୁ ଉଦାନା(50 ଲକ୍ଷ), ଜୋସୁଆ ଫିଲିପ(20 ଲକ୍ଷ), ପବନ ଦେଶପାଣ୍ଡେ(20 ଲକ୍ଷ)

ସନ ରାଇଜର୍ସ ହାଇଦ୍ରାବାଦ
ପୂର୍ବରୁ ରଖିଥିବା ଖେଳାଳି: ଡେଭିଜ ୱାର୍ଣ୍ଣର, କେନ ୱିଲିୟମସନ, ଜୋନି ବେଆରଷ୍ଟୋ, ମନିଶ ପାଣ୍ଡେ, ଶ୍ରୀବତ ଗୋସ୍ବାମୀ, ରିଦ୍ଧିମାନ ଶାହା, ବିଜୟ ଶଙ୍କର, ମହମ୍ମଦ ନବି, ଅଭିଶେକ ଶର୍ମା, ରହିଦ ଖାନ, ସାହାବାଜ ନଦୀମ, ଭୁବନେଶ୍ବର କୁମାର, ଶିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ବାସିଲ ଥାମ୍ପି, ଟି ନଟରାଜନ, ବିଲି ଷ୍ଟାନଲେକ

ନିଲାମରେ କିଣିଥିବା ଖେଳାଳି: ମିଚେଲ ମାର୍ସ(2 କୋଟି), ପ୍ରିୟମ ଗର୍ଗ(1.9 କୋଟି), ବିରାଟ ସିଂହ(1.9 କୋଟି), ଫାବିଏନ ଏଲେନ(50 ଲକ୍ଷ), ସନ୍ଦୀପ ବାଭାଙ୍କା(20 ଲକ୍ଷ), ଅବଦୁଲ ସମାଦ(20 ଲକ୍ଷ), ସଞ୍ଜୟ ଯାଦବ(20 ଲକ୍ଷ) ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.