ETV Bharat / sports

ଆଇପିଏଲ 2020: ଟସ ଜିତି କୋଲକାତାକୁ ଚେନ୍ନାଇର ବ୍ୟାଟିଂ ଆମନ୍ତ୍ରଣ

author img

By

Published : Oct 29, 2020, 7:20 PM IST

Updated : Oct 29, 2020, 9:02 PM IST

ଟସ ଜିତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2020: CSK VS KKR, CSK won the toss opt to bowl
ଆଇପିଏଲ 2020: ଟସ ଜିତି କୋଲକାତାକୁ ଚେନ୍ନାଇର ବ୍ୟାଟିଂ ଆମନ୍ତ୍ରଣ

ଦୁବାଇ: ଆଜି ଖେଳାଯାଉଛି ଆଇପିଏଲର 49ମ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ଏହି ମୁକାବିଲା ।

ଟସ ଜିତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

କେକେଆର ଟିମରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ରିଙ୍କୁ ସିଂ ସାମିଲ ହୋଇଛନ୍ତି । ଅନ୍ୟପଟେ ସିଏସକେ ଟିମରେ ଫାଫ ଡୁପ୍ଲେସିସ, ଇମ୍ରାନ ତାହିର, ମୋନୁଙ୍କ ସ୍ଥାନରେ ୱାଟସନ ଲୁଙ୍ଗି ନିଙ୍ଗିଡି ଓ କର୍ଣ୍ଣ ଶର୍ମାଙ୍କୁ ସ୍ଥାନ ମିଳିଛି ।

ଶେଷ ଥର ଖେଳାଯାଇଥିବା ମୁକାବିଲାରେ କୋଲକାତା 10 ରନରେ ବିଜୟୀ ହୋଇଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସ ପୂର୍ବରୁ ଚଳିତ ଆଇପିଏଲ ସଂସ୍କରଣର ପ୍ଲ-ଅଫ ରେସରୁ ବାଦ ପଡିସାରିଥିବାବେଳେ, କେକେଆର ପ୍ଲ-ଅଫ ରେସରେ ରହିଛି । ଫଳରେ ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ।

ଚେନ୍ନାଇ ସୁପର କିଙ୍ଗ୍ସ(ଚୁଡାନ୍ତ ଏକାଦଶ): ଋତୁରାଜ ଗାଏକ୍ବାଡ, ସେନ ୱାଟସନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି(କ୍ୟାପଟେନ/ ୱିକେଟ କିପର), ଏନ. ଜଗଦୀଶାନ, ସାମ କରନ, ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର, କର୍ଣ୍ଣ ଶର୍ମା, ଦୀପକ ଚହର, ଲୁଙ୍ଗି ନିଙ୍ଗିଡି ।

କୋଲକାତା ନାଇଟ ରାଇଡର୍ସ (ଚୁଡାନ୍ତ ଏକାଦଶ): ଶୁଭମନ ଗିଲ, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ(ୱିକେଟ କିପର), ଇଆନ ମୋର୍ଗାନ(କ୍ୟାପଟେନ), ସୁନୀଲ ନାରିନ, ରିଙ୍କୁ ସିଂ, ପାଟ କମିନ୍ସ, ଲୁକି ଫର୍ଗୁସନ, କମଲେସ ନଗରକୋଟି, ବରୁଣ ଚକ୍ରବର୍ତ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2020, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.