ETV Bharat / sports

ବ୍ରେଟ ଲିଙ୍କ ଭବିଷ୍ୟବାଣୀ: ସିଏସକେ ଜିତିବ 13ତମ ସଂସ୍କରଣ - ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି

ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲିଙ୍କ ମତରେ ଆଇପିଏଲର 13ତମ ସିଜନର ବିଜେତା ହେବ ସିଏସକେ ।

ବ୍ରେଟ ଲିଙ୍କ ଭବିଷ୍ୟବାଣୀ: ସିଏସକେ ଜିତିବ 13ତମ ସଂସ୍କରଣ

author img

By

Published : Sep 10, 2020, 2:02 PM IST

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲିଙ୍କ ମତରେ ଆଇପିଏଲର 13ତମ ସିଜନର ବିଜେତା ହେବ ସିଏସକେ । ଆଇପିଏଲ 2020ର ଆୟୋଜନ 19ସେପ୍ଟେମ୍ବରରୁ ୟୁଏଇରେ ଖେଳାଯିବ । ଖେଳସୂଚୀ ଅନୁସାରେ ଲିଗର ପ୍ରଥମ ମ୍ୟାଚ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

ଟୁର୍ଣ୍ଣାମେଣ୍ଟକୁ ଆଉ 9ଦିନ ବାକି ଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ବ୍ରେଟ ଲି ଚଳିତବର୍ଷର ବିଜେତା ଟିମର ନାଁ ଭବିଷ୍ୟବାଣୀ କରିଛନ୍ତି । ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେତଟିମର ନାଁ ଖୁଲାସା କରିଛନ୍ତି ।

ସେ କହିଛନ୍ତି ଯେ, ଆଇପିଏଲ ବିଜେତାର ଭବିଷ୍ୟବାଣୀ କରିବା କଠିନ କାମ । କିନ୍ତୁ ମୋ ମତରେ ସିଏସକେ 13ତମ ସଂସ୍କରଣ ଜିତିବ ।

ସୂଚନାଥାଉକି, ବ୍ରେଟ ଲି ଆଇପିଏଲ କମେଣ୍ଟ୍ରୀ ପାଇଁ ମୁମ୍ବାଇରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.