ETV Bharat / sports

IPL ନିଲାମ: କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ

2020 ଆଇପିଏଲ ପାଇଁ କୋଲକତା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଜାଣନ୍ତୁ, କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ ।

author img

By

Published : Dec 19, 2019, 9:58 PM IST

ipl
ipl

ହାଇଦ୍ରାବାଦ: 2020 ଆଇପିଏଲ ପାଇଁ କୋଲକତାରେ ଶେଷ ହୋଇଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଜାଣନ୍ତୁ, କେଉଁ ଖେଳାଳି କେତେ ଟଙ୍କାରେ କେଉଁ ଦଳକୁ ବିକ୍ରି ହେଲେ-

କ୍ରିସ ଲେନଙ୍କୁ 2 କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ
ଇଂଲଣ୍ଡର ଅଧିନାୟକ ଇଆନ ମୋର୍ଗନଙ୍କୁ KKR 5.25ରେ କିଣିଲା
ରବିନ ଉତ୍ଥପାଙ୍କୁ ରାଜସ୍ଥାନ ରୟାଲ୍ସ 3କୋଟିରେ କିଣିଲା
ଚେତେଶ୍ବର ପୂଜାରା ଓ ହନୁମା ବିହାରୀ UNSOLD
ଜେସନ ରୟଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ 1.50ରେ କିଣିଲା
ଏରାନ ଫିଞ୍ଚଙ୍କୁ RCB 4.40କୋଟିରେ କିଣିଲା
ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ପଞ୍ଜାବ 10.75କେଟିରେ କିଣିଲା
କ୍ରିସ ଓ୍ବକ୍ସଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ 1.5କେଟିରେ କିଣିଲା
ଅଷ୍ଟ୍ରେଲିଆର ଦ୍ରୁତତମ ବୋଲର ପ୍ୟାଟ କୁମିନ୍ସ KKR 15.50ରେ କିଣିଲା
ଷ୍ଟୁଆର୍ଟ ବିନ୍ନି Unsold
କ୍ରିସ ମୋରିସଙ୍କୁ 10 କୋଟିରେ କିଣିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
ସାମ କରନଙ୍କୁ 5.50 କୋଟି ଟଙ୍କାରେ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ
ଅଷ୍ଟ୍ରେଲିଆ ଖେଳାଳି ଆଲେକ୍ସ କେରୀଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 2.40କୋଟିରେ କିଣିଲା
ହେନରିକ କ୍ଲାସନ, ନମନ ଓଝା UNSOLD । ଉଭୟଙ୍କ ବେସ୍‌ ପ୍ରାଇସ 50ଲକ୍ଷ ଥିଲା
ମୁଶଫିକୁର ରହିମ UNSOLD, ବେସ୍‌ ପ୍ରାଇସ 50ଲକ୍ଷ ଥିଲା
ଶ୍ରୀଲଙ୍କା ଖେଳାଳି କୁଶଲ ପରେରା , ଇଣ୍ଡିଜ ଖେଳାଳି ସାଇ ହୋପ UNSOLD
ଭାରତୀୟ ଖେଳାଳି ମୋହିତ ଶର୍ମା UNSOLD, ବେସ୍‌ ପ୍ରାଇସ 50ଲକ୍ଷ ଥିଲା
ଡେଲ ଷ୍ଟେନ UNSOLD, ବେସ୍‌ ପ୍ରାଇସ 2କୋଟି
ଜୟଦେବ ଉନାଦକଟଙ୍କୁ ରାଜସ୍ଥାନ ରୟାଲ୍ସ 3କୋଟିରେ କିଣିଲା
କଙ୍ଗାରୁ ଦଳର ଏଣ୍ଡ୍ୟୁ ଟାୟ UNSOLD
ଅଷ୍ଟ୍ରେଲିଆର ଅଲରାଉଣ୍ଡର ନାଥନ କୁଲ୍ଟର ନାଏଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 8କୋଟିରେ କିଣିଲା
ନ୍ୟୁଜଲାଣ୍ଡର ଦ୍ରୁତତମ ବୋଲର ଟିମ ସାଉଦି UNSOLD
ଇଣ୍ଡିଜ ଖେଳାଳି ସେଲଡନ କଟ୍ରେଲଙ୍କୁ ପଞ୍ଜାବ 8.50 କୋଟିରେ କିଣିଲା
ପିୟୁଷ ଚାଓ୍ବଲାଙ୍କୁ ଚେନ୍ନାଇ ଟିମ 6.75କୋଟିରେ କିଣିଲା
ଇଶ ସୋଢୀ UNSOLD
ଆଡାମ ଜାମ୍ପା UNSOLD, ବେସ ପ୍ରାଇସ 1.5କୋଟି ଥିଲା
ଆଫଗାନିସ୍ତାନ ବୋଲର ଜହିର ଖାନ, ହେଡନ ଓ୍ବାଲ୍ସ UNSOLD, ଉଭୟଙ୍କ ବେସ ପ୍ରାଇସ 5 ଲକ୍ଷ ଥିଲା
ହରପ୍ରୀତ ଭାଟିୟା, ରୋହନ କଦମ ଓ ମନଜୋତ କାଲରା UNSOLD
ରାହୁଲ ତ୍ରିପାଠୀଙ୍କୁ KKR 60ଲକ୍ଷରେ କିଣିଲା
ବିରାଟ ସିଂଙ୍କୁ ସନ୍‌ରାଇଜ 1.9କୋଟିରେ କିଣିଲା
ଭାରତର u-19 ଅଧିନାୟକ ପ୍ରିୟମ ଗର୍ଗଙ୍କୁ 1.9କୋଟିରେ କିଣିଲା ସନରାଇଜ
ଦୀପକ ହୁଡାଙ୍କୁ ପଞ୍ଜାବ 50ଲକ୍ଷରେ କିଣିଲା
ବରୁଣ ଚକ୍ରବର୍ତ୍ତୀଙ୍କୁ KKR 4କୋଟିରେ କିଣିଲା
ଯଶସ୍ବୀ ଜୟସଓ୍ବାଲଙ୍କୁ 2.40କୋଟିରେ ରାଜସ୍ଥାନ ରୟାଲ୍ସ କିଣିଲା
ଡେନିୟଲ ସୈମ୍ସ, ପଦନ ଦେଶପାଣ୍ଡେ, ଶାହାରୁକ ଖାନ, କେଦାର ଦେବଧର, କେ ଏସ ଭରତ, ଅଙ୍କୁଶ ବୈନ୍ସ, ବିଷ୍ଣୁ ବିନୋଦ ଓ ପ୍ରଭସିମରନ UNSOLD
ଅନୁଜ ରାଓ୍ବତଙ୍କୁ ରାଜସ୍ଥାନ ରୟାଲ୍ସ 80ଲକ୍ଷରେ କିଣିଲା
ଫାଷ୍ଟ ବୋଲର ଆକାଶ ସିଂଙ୍କୁ ରାଜସ୍ଥାନ 20ଲକ୍ଷରେ କିଣିଲା
କାର୍ତ୍ତିକ ତ୍ୟାଗୀଙ୍କୁ ରାଜସ୍ଥାନ 1.30କୋଟିରେ କିଣିଲା
ଇଶନ ପୋରଲଙ୍କୁ ପଞ୍ଜାବ 20ଲକ୍ଷରେ କିଣିଲା
ରାଇଲି ମେରେଡିଥ ଓ କେସି କରିଅପ୍ପା UNSOLD
ଏମ ସିଦ୍ଧାର୍ଥ 20ଲକ୍ଷରେ KKR କିଣିଲା
ରବି ବିଶ୍ବନୋଇଙ୍କୁ ପଞ୍ଜାବ 2କୋଟିରେ କିଣିଲା
ଆର ସାଇ କିଶୋର, ଆଫଗାସିସ୍ତାନ ନୁର ଅହମ୍ମଦ, ଇଭିନ ଲୁଇସ, ମନୋଜ ତିଓ୍ବାରୀ, କଲିନ ଇନଗ୍ରାମ, ମାର୍ଟିନ ଗୁପଟିଲ, କାର୍ଲୋସ ବ୍ରେଥଓ୍ବଟ, ମାର୍କସ ଷ୍ଟୋନିସ UNSOLD
ସିମରନ ହେଟମେୟରଙ୍କୁ ଦିଲ୍ଲୀ 7.75କୋଟିରେ କିଣିଲା
ଡେଭିଡ ମିଲରଙ୍କୁ ରାଜସ୍ଥାନ 75ଲକ୍ଷରେ କିଣିଲା
ସୌରଭ ତିଓ୍ବାରୀଙ୍କୁ ମୁମ୍ବାଇ 50ଲକ୍ଷରେ କିଣିଲା
ମିଚେଲ ମାର୍ସଙ୍କୁ ସନରାଇଜ 2କୋଟିରେ କିଣିଲା
ଏଣ୍ଡିଲ ଫେଲୁକ୍ବାୟୋ, ଋଷି ଧଓ୍ବନ, ଅଷ୍ଟ୍ରେଲିଆ ଖେଳାଳି ବେନ କଟିଙ୍ଗ ଓ କଲିନ ମୁନରୋ UNSOLD
ନ୍ୟୁଜିଲାଣ୍ଡ ଖେଳାଳି ଜେମ୍ସ ନିଶାମଙ୍କୁ 50ଲକ୍ଷରେ କିଣିଲା ପଞ୍ଜାବ
ମାର୍କ ଉଡ, ଅନରିକ ନରତେଜ, ବରିନନ୍ଦ୍ର ସରନ,ଅଲଜାରି ଜୋସଫ,ମୁସ୍ତାଫିଜୁର ରହମାନ, ଏଡମ ମିଲନେ UNSOLD
ଜସ ହେଜଲଉଡଙ୍କୁ ଚେନ୍ନାଇ 2କୋଟିରେ କିଣିଲା
ଆୟୁଶ ବଦୋନୀ, ପ୍ରବୀଣ ଦୁବେ, ସାମ୍ସ ମୁଲାନୀ, ଶହବାଜ ଅହମ୍ମଦ, ନିଖିଲ ନାଇକ, ରାହୁଲ ଶୁକ୍ଲା ଓ ସନ୍ଦୀପ ବାଭାନାଙ୍କ UNSOLD
କ୍ରିସ ଗ୍ରୀନଙ୍କୁ KKR 20ଲକ୍ଷରେ କିଣିଲା
ଜୋସୁଆ ଫିଲିପଙ୍କୁ ଆରସିବି 20ଲକ୍ଷ ଟଙ୍କାରେ କିଣିଲା
ମୋହସିନ ଖାନଙ୍କୁ ମୁମ୍ବାଇ 20ଲକ୍ଷରେ କିଣିଲା
ଟମ ବ୍ୟାନଟନଙ୍କୁ KKR 1କୋଟିରେ କିଣିଲା
ଫାବିନ ଏଲନଙ୍କୁ 50ଲକ୍ଷରେ କିଣିଲା ସନରାଇଜର୍ସ
ଜେସନ ହୋଲ୍ଡର, ଟମ କରନ, ଉସୁଋ ଉଦାନା, ମୈଟ ହେନରୀ ଓ ସେନ ଏବଟ, ସୁମିତ କୁମାର, ଆରୟନ ଜୁଏଲ, କୁଲଦୀପ ସେନ, ସୁଜିତ ନାୟକ, ଜେମ୍ସ ପ୍ୟାଟିସନ, ୟୁଦ୍ଧବୀର ଚରକ, ଲିୟମ ପ୍ଲାଙ୍କେଟ UNSOLD
କ୍ରିସ ଜର୍ଡନଙ୍କୁ ପଞ୍ଜାବ 3କୋଟିରେ କିଣିଲା
କେନ ରିଚାର୍ଡଙ୍କୁ RCB 4କୋଟିରେ କିଣିଲା
ଓସେନ ଥମାସଙ୍କୁ ରାଜସ୍ଥାନ 50ଲକ୍ଷରେ କିଣଲା
ପ୍ରବୀଣ ତାମ୍ବେଙ୍କୁ KKR 20ଲକ୍ଷରେ କିଣିଲା
ତାଞ୍ଜିଦର ଧିଲକଙ୍କୁ 20ଲକ୍ଷରେ ପଞ୍ଜାବ କିଣିଲା
ଅବଦୁଲ ସମଦଙ୍କୁ ହାଇଦ୍ରାବଦ 20ଲକ୍ଷରେ କିଣିଲା
ନେଥନ ଏଲିସ, ଜର୍ଜ ଗାର୍ଟନ, ବୈଭବ ଅରୋଡା, ସୌରଭ ଦୁବେ ଓ କୈସରିକ ଓ୍ବିଲିୟମ୍ସ UNSOLD
ଅନୁରୁଦ୍ଧ ଜୋସୀଙ୍କୁ 20ଲକ୍ଷରେ କିଣିଲା ରାଜସ୍ଥାନ
ଦିଗ୍‌ବିଜୟ ଦେଶମୁଖଙ୍କୁ ମୁମ୍ବାଇ 20ଲକ୍ଷରେ କିଣିଲା
ପ୍ରିନ୍ସ ବଲବନ୍ତ ରାୟଙ୍କୁ 20ଲକ୍ଷରେ କିଣିଲା ମୁମ୍ବାଇ
ସଞ୍ଜୟ ଯାଦବଙ୍କୁ 20ଲକ୍ଷରେ କିଣିଲା ହାଇଦ୍ରାବାଦ
କଲିନ ଡି ଗ୍ରାଣ୍ଡହୋମ, କୁସଲ ପରେରା UNSOLD
ମୋହିତ ଶର୍ମାଙ୍କୁ 50 ଲକ୍ଷରେ କିଣିଲା ଦିଲ୍ଲୀ
ଆଣ୍ଡ୍ରୁ ଟାଏ, ଡେଲ ଷ୍ଟେନ UNSOLD
ରୋହନ କଦମ, ଡେନିୟଲ ସ୍ୟାମ୍ସ ଓ ଶାହରୁଖ ଖାନଙ୍କୁ 2ୟ ଚରଣରେ ବି UNSOLD ରହିଲେ
ପବନ ଦେଶ ପାଣ୍ଡେଙ୍କୁ ଆରସିବି 20ଲକ୍ଷରେ କିଣିଲା
କେ.ଏସ ଭରତ UNSOLD
ପ୍ରଭସିମରନ ସିଂଙ୍କୁ 55ଲକ୍ଷରେ କିଣିଲା ପଞ୍ଜାବ
ତୁଷାର ଦେଶପାଣ୍ଡେଙ୍କୁ ଦିଲ୍ଲୀରେ 20ଲକ୍ଷରେ କିଣିଲା
ଆର ସାଇ କିଶୋରଙ୍କୁ CSK 20ଲକ୍ଷରେ କିଣିଲା
ବେନ କଟିଙ୍ଗ ଓ କଲିନ ମନରୋ,ମାର୍କ ଉଡ UNSOLD
ମାର୍କସ ଷ୍ଟୋନିସଙ୍କୁ ଦିଲ୍ଲୀ 4.8କୋଟିରେ କିଣିଲା
ଡେଲ ଷ୍ଟେନଙ୍କୁ 2କୋଟିରେ କିଣିଲା RCB
ଆଣ୍ଡ୍ୁ ଟାଇଙ୍କୁ 1କୋଟିରେ କିଣିଲା ରାଜସ୍ଥାନ
ଶାହବାଜ ଅହମ୍ମଦଙ୍କୁ ଆରସିବି 20ଲକ୍ଷରେ କିଣିଲା
ଲଳିତ ଯାଦବଙ୍କୁ 20ଲକ୍ଷରେ କିଣିଲା ଦିଲ୍ଲୀ
ନିଖିଲ ନାଇକଙ୍କୁ KKR 20ଲକ୍ଷରେ କିଣିଲା
ଟମ କରନଙ୍କୁ ରାଜସ୍ଥାନ 1କୋଟିରେ କିଣିଲା
ଉସୁଋ ଉଦାନାଙ୍କୁ ଆରସିବି 50ଲକ୍ଷରେ କିଣିଲା
ବିନିୟ କୁମାର UNSOLD

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.