ETV Bharat / sports

ଟସ ଜିତିଲେ ଆୟର, କେକେଆର ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି

ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

author img

By

Published : Oct 24, 2020, 3:45 PM IST

IPL 13: Delhi Capitals win toss, opt to field first against KKR
ଟସ ଜିତିଲେ ଆୟର, କେକେଆର ବିପକ୍ଷରେ ପ୍ରଥମେ ବୋଲିଂ ନିଷ୍ପତ୍ତି

ଆବୁଧାବି: ଆଇପିଏଲ-13ରେ ଆଜି ଖେଳାଯାଉଛି 42ତମ ମ୍ୟାଚ । କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେକେଆର । ଶୈଖ ଜାଏଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।

ପ୍ଲେ-ଅଫ ଟିକେଟ ପକ୍କା ପାଇଁ ଏହି ମ୍ୟାଚ କୋଲକାତା ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବାବେଳେ, କୋଲକାତା 4ର୍ଥ ସ୍ଥାନରେ ରହିଛି ।

କୋଲକାତା ନାଇଟ ରାଇଡର୍ସ (ଚୂଡାନ୍ତ ଏକାଦଶ ): ରାହୁଲ ତ୍ରିପାଠୀ, ଶୁଭମନ ଗିଲ, ନୀତିଶ ରାଣା, ଇଆନ ମୋର୍ଗାନ(କ୍ୟାପଟେନ), ଦିନେଶ କାର୍ତ୍ତିକ(ୱିକେଟ କିପର), ପାଟ କମିନ୍ସ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରୀଷ୍ଣା , ଲୁକି ଫର୍ଗୁସନ, କମଲେସ ନଗରକୋଟି, ସୁନୀଲ ନାରିନ।

ଦିଲ୍ଲୀ କ୍ୟାପିଟାଲ୍ସ(ଚୂଡାନ୍ତ ଏକାଦଶ ): ଶ୍ରେୟସ୍ ଆୟର (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ଶିଖର ଧୱନ, ଶିମ୍ରନ ହେଟମେୟର, ଅକ୍ସର ପଟେଲ, ମାର୍କସ ଷ୍ଟୋଇନିସ, କାଗିସୋ ରାବାଡା, ରବିଚନ୍ଦ୍ରନ୍ ଅଶ୍ବିନୀ, ଆନରିଚ୍‌ ନର୍ଟଜେ, ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.