ETV Bharat / sports

ଆଇପିଏଲ 2020: କୋରୋନା ପଞ୍ଝାରେ ଚେନ୍ନାଇ ସୁପର କିଙ୍ଗ୍ସ

author img

By

Published : Aug 28, 2020, 6:07 PM IST

Updated : Aug 28, 2020, 7:06 PM IST

चेन्नई सुपरकिंग्स के कुछ सदस्यों का कोरोना टेस्ट पॉजिटिव आया है जिसके बाद उनके प्रशिक्षण की अवधि और आगे बढ़ा दी गई है.

IPL: 12 CSK squad members test positive, team in quarantine again
12ଜଣ ଚେନ୍ନାଇ ସୁପର କିଙ୍ଗ୍ସ ସଦସ୍ୟ କୋରୋନା ପଜିଟିଭ

18:01 August 28

ଦୁବାଇ: ୟୁଏଇରେ ହେବାକୁ ଥିବା ଆଇପିଏଲ 2020ର 22ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ ଝଟକା । ଏକ ରିପୋର୍ଟ ଅନୁଯାୟୀ, 12ଜଣ ସିଏସକେ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫ ରହିଥିବା ସୂଚନା ମିଳିଛି ।  

ପଜିଟିଭ ଚିହ୍ନଟ ହୋଇଥିବା 12 ସଦସ୍ୟଙ୍କ ସହ ସଂପୂର୍ଣ୍ଣ ଟିମ ପୁନର୍ବାର କ୍ବାରେଣ୍ଟିନରେ ରହିଛନ୍ତି । ୟୁଏଇ ଉଡାଣ ପୂର୍ବରୁ ଚେନ୍ନାଇରେ ହୋଇଥିବା କ୍ୟାମ୍ପରେ ଏହି ସଦସ୍ୟ ସଂକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି ।  

ଅଗଷ୍ଟ 21ରେ ଚେନ୍ନାଇ ସୁପର କିଙ୍ଗ୍ସ ଦୁବାଇରେ ପହଞ୍ଚିଥିଲେ । ପରେ 6ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଥିଲେ । ଅଗଷ୍ଟ 28 (ଶୁକ୍ରବାର)ଠାରୁ ଟିମ ଅଭ୍ୟାସ ଆରମ୍ଭ ନେଇ ଯୋଜନା ରହିଥିଲା ।  

ତେବେ ପୁନର୍ବାର କ୍ବାରେଣ୍ଟିନ ସମୟ ଅବଧି ବୃଦ୍ଧିହେବା ପରେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସେପ୍ଟେମ୍ବର ପହିଲାରୁ ଅଭିଯାନ ଆରମ୍ଭ କରିବା ନେଇ ସ୍ଥିର ହୋଇଛି ।  

ଭାରତ ଛାଡିବା ପୂର୍ବରୁ ଚେନ୍ନାଇରେ 5ଦିନିଆ ଅଭ୍ୟାସ କ୍ୟାମ୍ପ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଏହି କ୍ୟାମ୍ପରେ ମହେନ୍ଦ୍ର ସିଂ ଧୋନି, ସୁରେଶ ରୈନା, ଦିପକ ଚହର, ଅମ୍ବାତି ରାୟୁଡୁ, ପିୟୁସ ଚାୱଲା ଓ ଶାର୍ଦ୍ଦୁଳ ଠାକୁର ଯୋଗ ଦେଇଥିଲେ । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜି ମଧ୍ୟ ଏହି କ୍ୟାମ୍ପରେ ଉପସ୍ଥିତ ଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2020, 7:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.