ETV Bharat / sports

ପୁଣି ବାରବାଟୀରେ ହେବ କ୍ରିକେଟ ଯୁଦ୍ଧ

ଦୀର୍ଘ ସାଢେ ୩ ବର୍ଷର ବ୍ୟବଧାନ ପରେ ପୁଣିଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ ।

ଫଟୋ ସୌଜନ୍ୟ- ସୋସିଆଲ ମି଼ଡିଆ
author img

By

Published : Jun 3, 2019, 11:42 PM IST

କଟକ: ପୁଣିଥରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ । ଦୀର୍ଘ ସାଢେ ୩ ବର୍ଷର ବ୍ୟବଧାନ ପରେ ପୁଣିଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧରେ ଦ୍ୱିପାକ୍ଷିକ ସିରିଜର ଅନ୍ତିମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଏନେଇ ଓଡିଶା କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଧିରେନ୍ ପଲେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୦୧୫ ଅକ୍ଟୋବର ମାସ ୫ ତାରିଖରେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍ ଏଠାରେ ଖେଳିଯାଇଥିଲା । ତେବେ ଏହି ମ୍ୟାଚରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ବାରବାଟୀରେ ଆଉ କୌଣସି ଦିନିକିଆ ମ୍ୟାଚ ହୋଇନଥିଲା । ସେହିପରି ଶେଷଥର ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୦ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.