ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା 4ର୍ଥ ଟି-20: ପ୍ରଥମେ ବ୍ୟାଟିଂ କରୁଛି ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଟି-20 ସିରିଜର 4ର୍ଥ ମ୍ୟାଚ ଆଜି ଖେଳାଯାଉଛି । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଭାରତୀୟ ଦଳ ବ୍ୟାଟିଂ କରୁଛି..

ଫଟୋ ସୌଜନ୍ୟ: twitter@BCCIWomen
author img

By

Published : Oct 1, 2019, 8:50 PM IST

ସୁରତ: ଭାରତ-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜର 4ର୍ଥ ମ୍ୟାଚ ଆଜି ଖେଳାଯାଉଛି । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଭାରତୀୟ ଦଳ ବ୍ୟାଟିଂ କରୁଛି । ପଡିଆ ସାମାନ୍ୟ ଓଦା ଥିବାରୁ ମ୍ୟାଚ ଆରମ୍ଭରେ ବିଳମ୍ବ ହୋଇଥିଲା । ଫଳରେ ଓଭର ସଂଖ୍ୟା 17କୁ କମାଇ ଦିଆଯାଇଛି ।

INDW vs SAW
ଫଟୋ ସୌଜନ୍ୟ: twitter@BCCIWomen

ଭାରତୀୟ ଦଳ: ବେଦା କ୍ରିର୍ଷ୍ଣାମୂର୍ତ୍ତୀ, ଶିଖା ପାଣ୍ଡେ, ଏସ ଏସ ମାନ୍ଧାନା, ପୁନମ ଯାଦବ, ହରମନପ୍ରିତ କୌର(କ୍ୟପେଟନ), ତାନିଆ ଭାଟିଆ(ୱିକେଟ କିପର), ପୂଜା ବସ୍ତ୍ରକର, ଦିପ୍ତି, ରାଧା ପି ଯାଦବ, ଜେମିନା ରୋଡ୍ରିଗ୍ୟୁସ, ସେଫାଳି ବର୍ମା ।

ଦକ୍ଷିଣ ଆଫ୍ରିକା ଦଳ: ଲିଜେଲି ଲି (ୱିକେଟକିପର), ଲାଉରା ୱଲଭାରଡଟ, ନାଦିନ ଡି କ୍ଳର୍କ, ମିହ୍ଗନ ଡୁ ପ୍ରିଜ, ସୁନେ ଲୁସ(କ୍ୟାପଟେନ), ଲାରା ଗୁଡଅଲ୍‌, ସବନିମ ଇସମେଲ, ଆୟାବୋଙ୍କା, ଖାକା, ନୋଙ୍କୁଲୁଲେକୋ ମ୍ଳାବା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.