ETV Bharat / sports

ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ ବୋଲରଙ୍କୁ ପରାମର୍ଶ ଦେଲେ କୁମ୍ବଲେ - west indies cricketer latest news

ଇଣ୍ଡିଜ ବିପକ୍ଷରେ ଭାରତୀୟ ବୋଲରଙ୍କୁ ସାବଧାନ ସହ ଆରମ୍ଭ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେ ।

anil kumble
anil kumble
author img

By

Published : Dec 13, 2019, 7:05 PM IST

ନୂଆଦିଲ୍ଲୀ: ଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେ ଭାରତୀୟ ବୋଲରଙ୍କୁ ପରାମର୍ଶ ଦେଇଛନ୍ତି । କୁମ୍ବଲେଙ୍କ ଅନୁସାରେ ଇଣ୍ଡିଜ ବିପକ୍ଷରେ ଭାରତୀୟ ବୋଲରଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । କାରଣ ଅତିଥି ଦଳରେ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ପାଓ୍ବର ହିଟର୍ସ ।

anil kumble
ଶ୍ରେୟସ ଅୟର

ତେବେ କୁମ୍ବଲେ ଏକ ଲାଇଭ ଶୋରେ କହିଛନ୍ତି ଯେ, ମୁଁ ଚାହୁଁଛି ଆମମାନଙ୍କର ବୋଲର ଭଲ ପ୍ରଦର୍ଶନ କରନ୍ତୁ । କାରଣ କାରବିୟାନ ଦଳ ଆମପାଇଁ ଚ୍ୟାଲେଞ୍ଜିଙ୍ଗ ଟିମ । ଏହି ଟିମ ପାଖରେ ଧୁରନ୍ଧର ବ୍ୟାଟ୍ସମ୍ୟାନ ଅଛନ୍ତି । ସେମାନେ ଭାରତୀୟ ବୋଲରଙ୍କ ଉପରେ ଭାରୀ ପଡି ପାରନ୍ତି । ତେଣୁ ଭାରତୀୟ ବୋଲରଙ୍କୁ ସାବଧାନ ସହ ଆରମ୍ଭ କରିବାକୁ ପଡିବ ।

କୁମ୍ବଲେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଟିମର-4ନଂ ଖେଳାଳି ଶ୍ରେୟସ ଅୟରଙ୍କ ଉପରେ ମଧ୍ୟ ବି ଭରସା ରଖିବା ଉଚିତ୍‌ । ତାଙ୍କ ମଧ୍ୟରେ କ୍ବାଲିଟି ଅଛି ଓ ସେ ଜଣେ ବ୍ୟାଟ୍ସମ୍ୟାନ ଭାବେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି । ତାଙ୍କୁ 4ନଂରେ ସୁଯୋଗ ମିଳିବା ଦରକାର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.