ଅହମ୍ମଦାବାଦ: ଭାରତର ଫାଷ୍ଟ ବୋଲର ଜୟଦେବ ଉନାଦକାତ୍ ବାନ୍ଧବୀ ରୀନିଙ୍କ ସହ ବିବାହ କରିଛନ୍ତି । ବୁଧବାର ଦିନ ଟ୍ବିଟ କରି ସେ ଏହାର ସୂଚନା ଦେଇଛନ୍ତି ।
ଗତବର୍ଷ ମାର୍ଚ୍ଚ 15ରେ ବାନ୍ଧବୀଙ୍କ ସହ ନିର୍ବନ୍ଧ କରିଥିଲେ ରାଜସ୍ଥାନ ରୟାଲ୍ସର ଏହି ବୋଲର ।
-
2.02.2021! ❤️ pic.twitter.com/J9wAop6gMO
— Jaydev Unadkat (@JUnadkat) February 3, 2021 " class="align-text-top noRightClick twitterSection" data="
">2.02.2021! ❤️ pic.twitter.com/J9wAop6gMO
— Jaydev Unadkat (@JUnadkat) February 3, 20212.02.2021! ❤️ pic.twitter.com/J9wAop6gMO
— Jaydev Unadkat (@JUnadkat) February 3, 2021
ଗତ ମଙ୍ଗଳବାର ଦିନ ଗୁଜରାଟରେ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସମ୍ମୁଖରେ ରୀନିଙ୍କୁ ବିବାହ କରିଛନ୍ତି । ରୀନି ପେଶାରେ ଜଣେ ଓକିଲ । ଜୟଦେବ ଓ ରାନୀ ବହୁତ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ ।
ସୂଚନାଥାଉକି, ଜୟଦେବ ଉନାଦକାତ୍ 2010 ଅଣ୍ଡର-19 ବିଶ୍ବକପର କ୍ରିକେଟ ଟିମର ନେତୃତ୍ବ ନେଇଥିଲେ ।