ETV Bharat / sports

ଭାରତ-ଇଣ୍ଡିଜ ବାରବାଟୀ ଦିନିକିଆ: 5ରୁ ଅନଲାଇନରେ ମିଳିବ ଟିକେଟ - ଅନଲାଇନରେ ଟିକେଟ ବିକ୍ରି

ଭାରତ-ୱେଷ୍ଟଇଣ୍ଡିଜ ଦିିନିକିଆ ଟକ୍କର ପାଇଁ ଡିସେମ୍ବର 5ରୁ 15 ପର୍ଯ୍ୟନ୍ତ ଅନଲାଇନରେ ବିକ୍ରି ହେବ ଟିକେଟ । (www.paytm.com /www.insider.in) ଏହି 2ଟି ୱେବସାଇଟରେ ଦର୍ଶକ ଟିକେଟ ବୁକିଂ କରିପାରିବେ ।

ବାରବାଟୀ ଦିନିକିଆ
ବାରବାଟୀ ଦିନିକିଆ
author img

By

Published : Dec 3, 2019, 7:43 PM IST

କଟକ: ଡିସେମ୍ବର 22ରେ ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଦିିନିକିଆ ଟକ୍କର । ପୋଲାର୍ଡ଼ଙ୍କ କାରବିଆନ ଟିମ ସହ ମୁହାଁମୁହିଁ ହେବ ବିରାଟ ବାହିନୀ । ସେଥିପାଇଁ ଓସିଏର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନିଜ ପସନ୍ଦର ଖେଳାଳିଙ୍କୁ ପାଖରୁ ଦେଖିପାରିବେ ଓଡିଶା ଦର୍ଶକ । ଏହି ଦିବାରାତ୍ର ମ୍ୟାଚ ପାଇଁ ଡିସେମ୍ବର 5ରୁ 15 ପର୍ଯ୍ୟନ୍ତ ଅନଲାଇନରେ ବିକ୍ରି ହେବ ଟିକେଟ । (www.paytm.com /www.insider.in) ଏହି 2ଟି ୱେବସାଇଟରେ ଦର୍ଶକ ଟିକେଟ ବୁକିଂ କରିପାରିବେ । ଏହାସହିତ ଏହି ଦୁଇଟି ଆପ ମାଧ୍ୟମରେ ମଧ୍ୟ ଟିକେଟ ବୁକିଙ୍ଗ କରିହେବ ।

ଅନଲାଇନ ଟିକେଟ ମୂଲ୍ୟରେ 18 ପ୍ରତିଶତ ଜିଏସଟି ମଧ୍ୟ ସଂଯୋଗ ହୋଇଛି । ଯାହାଦ୍ୱାରା ଟିକେଟ ର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ଅନଲାଇନ ଟିକେଟ ବିକ୍ରି ନେଇ ମଙ୍ଗଳବାର ଓସିଏ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ପ୍ରକାଶ ପାଇଛି । ପ୍ରକାଶ ଯେ, 7 ନଂ ଦର୍ଶକ ଗ୍ୟାଲେରୀକୁ ବନ୍ଦ ରଖାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିଭି ଭାରତ

Intro:କଟକ: ଡିସେମ୍ବର 22 ରେ ମହାଲଢ଼େଇ । ପୋଲର୍ଡ଼ ବାହିନୀ କୁ ଭେଟିବ ଭାରତ । ତେବେ ଏହି ଦିବରାତ୍ର ମ୍ୟାଚ ପାଇଁ 5 ତାରିଖ ରୁ 15 ତାରିଖ ପର୍ଯ୍ୟନ୍ତ ଅନଲାଇନ ରେ ବିକ୍ରି ହେବ ଟିକେଟ । ତେବେ ଅନ ଲାଇନ ୱେବସାଇଟ ଆଡ୍ରେସ ହେଉଛି (www.paytm.com /www.insider.in) । ଏହାସହିତ ଏହି ଦୁଇଟି ଆପ ମାଧ୍ୟମରେ ମଧ୍ୟ ଟିକେଟ ବୁକିଙ୍ଗ କରିହେବ । ଯାହାଦ୍ୱାର ତାଙ୍କ ମନ ପସନ୍ଦର କ୍ରିକେଟରଙ୍କୁ ଦେଖିପାରିବେ କ୍ରୀଡ଼ାପ୍ରେମୀ ।

ଏହାସହିତ ଯେଉଁ ଟିକେଟ ର ମୁଲ୍ୟ ରହିଛି ସେଥିରେ 18 ପ୍ରତିଶତ ଜିଏସ୍ଟି ମଧ୍ୟ ସଂଯୋଗ ହୋଇଛି । ଯାହାଦ୍ୱାରା ଟିକେଟ ର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ତେବେ ଅନଲାଇନ ଟିକେଟ ବିକ୍ରି ନେଇ ଏନେଇ ଆଜି ଓସିଏ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ପ୍ରକାଶ ପାଇଛି । Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.