ETV Bharat / sports

ବାରବାଟୀ ଦିନିକିଆ: ରୋହିତ-ରାହୁଲଙ୍କ ଶତକୀୟ ପାର୍ଟନରସିପ

ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚ ଖେଳାଯାଉଛି। 316ରନର ବିଜୟ ଲକ୍ଷ୍ୟକୁ ପିଛା କରୁଛି ଭାରତ। 2 ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଛି।

India vs West Indies
ରୋହିତ-ରାହୁଲଙ୍କ ଶତକୀୟ ପାର୍ଟନରସିପ
author img

By

Published : Dec 22, 2019, 7:43 PM IST

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ 315 ରନ କରିଛି। ଫଳରେ 316ରନର ବିଜୟ ଲକ୍ଷ୍ୟକୁ ପିଛା କରୁଛି ଭାରତ।

India vs West Indies
ଫଟୋ ସୌଜନ୍ୟ: twitter@ICC

ଭାରତର 2 ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଛି। ଲୋକେଶ ରାହୁଲ ପ୍ରଥମେ ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ପ୍ରଥମ ୱିକେଟ ଭାବେ ରୋହିତ 8 ଚୌକା 1ଛକା ସହାୟତାରେ 63 ରନ କରି ଆଉଟ ହୋଇଛନ୍ତି। 2 ଚମ୍ପିଆନ ଖେଳାଳିଙ୍କ ଆକର୍ଷଣୀୟ ସଟରେ ବାରବାଟୀ ଦର୍ଶକ ବିଭୋର ହୋଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.