ETV Bharat / sports

ବାରବାଟୀ ଦିନିକିଆ: ପ୍ରଥମ ଦିନରେ ଅଧାରୁ ଅଧିକ ଅଫଲାଇନ ଟିକେଟ ବିକ୍ରି

author img

By

Published : Dec 16, 2019, 11:56 PM IST

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଯିବା ଦିନିକିଆ ସିରିଜର 3ୟ ମ୍ୟାଚ ପାଇଁ ବାରବାଟୀ କାଉଣ୍ଟରରେ ଅଧାରୁ ଅଧକ ଅଫଲାଇନ ଟିକେଟ ବିକ୍ରି ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ବାରବାଟୀ ଦିନିକିଆ
ବାରବାଟୀ ଦିନିକିଆ

କଟକ: ଡିସେମ୍ବର ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିିନିକିଆ ସିରିଜର 3ୟ ମ୍ୟାଚ। ସେଥିପାଇଁ ଅଫଲାଇନ ଟିକେଟ ବିକ୍ରୟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଧାରୁ ଅଧିକ ଟିକେଟ ବିକ୍ରୟ ହୋଇଥିବା ଜଣାପଡିଛି। ଓସିଏ କନଫରେନ୍ସ ହଲରେ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ଏହି ଟିକେଟ ବିକ୍ରୟ କରାଯାଇଛି। ଓସିଏ ଅନୁବନ୍ଧିତ ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଓ ଜିଲ୍ଲାର ଅଧିକାରୀଙ୍କ ପାଇଁ ୮ ହଜାର ୯ ଶହ ୪୬ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଅନ୍ୟପଟେ ଆଜି ଅଧାରୁ ଅଧିକ ଟିକେଟ ବିକ୍ରି ହେବା ପରେ ବଳକା ଟିକେଟ ଆସନ୍ତାକାଲି ବିକ୍ରୟ କରାଯିବ। ସକାଳ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଏହି ବଳକା ଟିକେଟ ବିକ୍ରୟ ହେବ। ଆଜି ଶୃଙ୍ଖଳାର ସହ ଟିକେଟ ବିକ୍ରୟ କରାଯାଇଛି। ଅଥରାଇଜ ପେପର ଦେଖାଇ ଟିକେଟ କାଉଣ୍ଟରରୁ ଟିକେଟ ସଂଗ୍ରହ କରିଛନ୍ତି ଓସିଏ ଅନୁବନ୍ଧିତ ସଦସ୍ୟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ୨୨ ତାରିଖ ରେ ହାରବାଟି ରେ ଖେଳାଯିବାକୁ ଥିବା ତୃତୀୟ ଏକ ଦିବସୀୟ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରୟ ଆରମ୍ଭ ହେଉଥିବାବେଳେ ଆଜି ପ୍ରଥମ ଦିନରେ ଅଧାରୁ ଅଧିକ ଟିକେଟ ବିକ୍ରୟ ହୋଇଥିବା ଜଣାପଡିଛି। ଓସିଏ କନଫରେନ୍ସ ହଲ ଠାରେ ଓସିଏ ଅନୁବନ୍ଧିତ ସଂସ୍ଥା ମାନଙ୍କୁ ଏହି ଟିକେଟ ବିକ୍ରୟ କରାଯାଇଛି।ଓସିଏ ଅନୁବନ୍ଧିତ ବିଭିନ୍ନ ସ୍କୁଲ,କଲେଜ,କ୍ଲବ,ଜିଲ୍ଲା ଆଦି ମାନଙ୍କ ପାଇଁ ୮ ହଜାର ୯ ଶହ ୪୬ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ଆଜି ଅଧାରୁ ଅଧିକ ବିକ୍ରି ହୋଇଥିବା ଜଣାପଡିଛି।ବଳକା ଟିକେଟ ଆସନ୍ତାକାଲି ବିକ୍ରୟ କରାଯିବ।ସକାଳ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏହି ବଳକା ଟିକେଟ ବିକ୍ରୟ କରାଯିବ।
ତେବେ ଆଜି ଶାନ୍ତିଶୃଙ୍ଖଳା ର ସହ ଟିକେଟ ବିକ୍ରୟ କରାଯାଇଛି।ଅଥରାଇଜ ପେପର ଦେଖାଇ ଟିକେଟ କାଉଣ୍ଟରରୁ ଟିକେଟ ସଂଗ୍ରହ କରିଛନ୍ତି ଓସିଏ ଅନୁବନ୍ଧିତ ସଦସ୍ୟ।

ବାଇଟ - ଶ୍ରଦ୍ଧା ନନ୍ଦ ଦାସ,ସଦସ୍ୟ ରୋଭର୍ସ କ୍ଲବ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.