ETV Bharat / sports

ବାରବାଟୀ ବ୍ୟାଟେଲ ଦେଖିବେ BCCI ବିଗ ବସ !

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ହୋଇଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କଟକ ଆସିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । ଅଧିକ ପଢନ୍ତୁ...

India Vs West Indies 3rd ODI
India Vs West Indies 3rd ODI
author img

By

Published : Dec 21, 2019, 9:49 PM IST

କଟକ: ରବିବାର ବାରବାଟୀରେ ହେବ ବିଗ ଫାଇଟ । ପୁଣି ଟିମ ଇଣ୍ଡିଆର ସ୍ମରଣୀୟ ମୁକାବିଲାର ମୁକସାକ୍ଷୀ ହେବେ ବାରବାଟୀ ଦର୍ଶକ। ଏହାକୁ ନେଇ ଉତ୍ସବ ମୁଖର କଟକ ସହର । ସୁପର ସଣ୍ଡେରେ ପୋଲାର୍ଡ ପାୱାର ହିଟର ବନାମ ଟିମ ଇଣ୍ଡିଆର ଅଭିଜ୍ଞ କ୍ରିକେଟରଙ୍କ ମଧ୍ୟରେ ହେବ କଡା ଟକ୍କର । ଟି-20 ସିରିଜ ବିଜୟ ପରେ ଦିନିକିଆ ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ଦିନିକିଆ ସରିଜ 1-1ରେ ବରାବର ଥିବାରୁ ସିରିଜ ବିଜୟ ପାଇଁ ଦମ ଲଗାଇବ ଇଣ୍ଡିଜ ।

ଏହି ନିର୍ଣ୍ଣାଟକ ମ୍ୟାଚରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଯୋଗ ଦେବାର ସମ୍ଭାବନା ରହିଛି । କାରଣ ନିର୍ଣ୍ଣାୟକ ମ୍ୟାଚ ହେଇଥିବାରୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରନ୍ତି । ଏନେଇ ବିସିସିଆଇ ସଭାପତି ଓ ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମ୍ୟାଚ ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ ହେବା ପରେ ଖେଳାଳିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାରଵାଟି ରେ ଫାଇନାଲ୍ ଫାଇଟ । ଆସନ୍ତା କାଲି ୱେଷ୍ଟେଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ଯାହାକୁ ଉତ୍ସବ ମୁଖର କଟକ ସହର ।

ତେବେ ଏହି ମେଗା ଇଭେଣ୍ଟ ବା ଫାଇନାଲ ଫାଇଟ ରେ ରେ ଯୋଗ ଦେଇ ପାରନ୍ତି ବିସିସିଆଇ ବସ ସୌରଭ ଗାଙ୍ଗୁଲି । ତାଙ୍କୁ ଓସିଏ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଵର୍ତମାନ ସେ ବିଦେଶ ରେ ଥିବାରୁ କାଲି ନିର୍ଣ୍ଣାୟକ ମ୍ୟାଚ ରେ ପ୍ରାଇଜ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦଘାଟନୀ ଉତ୍ସବ ରେ ଯୋଗ ଦେବେ । ଆଉ ଗ୍ରାଉଣ୍ଡ ରେ ଜାତୀୟ ସଙ୍ଗୀତ ଗାନ ହେବା ପରେ ଖେଳାଳି ମାନଙ୍କ ସହ ସାକ୍ଷାତ କରିବେ ।

Body:ବାଇଟ: ସଞ୍ଜୟ ବେହେରା ( ଓସିଏ ସମ୍ପାଦକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.