ETV Bharat / sports

ଅକଲାଣ୍ଡ ଦିନିକିଆ: ଭାରତ ସାମ୍ନାରେ ବିଜୟ ଲକ୍ଷ୍ୟ 274 - ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ଇଡେନ ପାର୍କ, ଅକଲାଣ୍ଡରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ 274 ରନର ବିଜୟ ଲକ୍ଷ୍ୟ ରଖିଛି ।

India vs New Zealand 2nd ODI
ଅକଲାଣ୍ଡ ଦିନିକିଆ
author img

By

Published : Feb 8, 2020, 11:33 AM IST

Updated : Feb 8, 2020, 12:03 PM IST

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ଇଡେନ ପାର୍କ, ଅକଲାଣ୍ଡରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସାମ୍ନାରେ 274 ରନର ବିଜୟ ଲକ୍ଷ୍ୟ ରଖିଛି ।

India vs New Zealand 2nd ODI
ରସ ଟେଲର- କେଲ ଜେମିଏସନ

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ ଗୁପ୍ଟିଲ ସର୍ବାଧିକ 79 ରନର ଇଂନିସ ଖେଳିଛନ୍ତି । 79 ବଲରୁ 8 ଚୌକା ଓ 3 ଛକା ସହାୟତାରେ 79 ରନର ଦମଦାର ଇଂନିସ ଖେଳିଛନ୍ତି । ଅନ୍ୟତମ ଓପନର ହେନରୀ ନିକୋଲାସ 41 ଓ ଟସ ବ୍ଳଣ୍ଡେଲ 22 ରନ କରିଛନ୍ତି । ତେବେ ପୂର୍ବ ମ୍ୟାଚର ହିରୋ ଭେଟେରାନ ରସ ଟେଲର 2ୟ ମ୍ୟାଚରେ ମଧ୍ୟ କମାଲ କରିଛନ୍ତି । 74 ବଲରୁ 6 ଚୌକା ଓ 2 ଛକା ସହାୟତାରେ 73 ରନର ଇଂନିସ ଖେଳି ନ୍ୟୁଜିଲାଣ୍ଡକୁ ଲଢୁଆ ସ୍କୋରରେ ପହଞ୍ଚାଇଛନ୍ତି ଟେଲର ।

India vs New Zealand 2nd ODI
ଅକଲାଣ୍ଡ ଦିନିକିଆ

ଭାରତ ପକ୍ଷରୁ ସ୍ପିନର ଯୁଜଭେନ୍ଦ୍ର ଚହଲ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଶାର୍ଦ୍ଦୁଳ ଠାକୁର 2ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Last Updated : Feb 8, 2020, 12:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.