ETV Bharat / sports

ବିସିସିଆଇର ନିର୍ଦ୍ଦେଶ, ସୀମିତ ଓଭର ଖେଳାଳି ମାର୍ଚ୍ଚ 1ରେ ଅହମ୍ମଦାବାଦ ପହଞ୍ଚ

ଭାରତୀୟ କ୍ରକେଟ ଟିମ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ଏଥିଲାଗି ବିସିସିଆଇ ସମସ୍ତ ଖେଳାଳିଙ୍କୁ 1ମାର୍ଚ୍ଚରେ ଅହମ୍ମଦାବାଦରେ ପହଞ୍ଚିବାକୁ ଆଦେଶ ଦେଇଛନ୍ତି ।

author img

By

Published : Feb 22, 2021, 1:14 PM IST

ବିସିସିଆଇର ନିର୍ଦ୍ଦେଶ, ସୀମିତ ଓଭର ଖେଳାଳି ମାର୍ଚ୍ଚ1ରେ ଅହମଦାବାଦ ପହଞ୍ଚ

ନୂଆଦିଲ୍ଲୀ: ଭାରତୀୟ କ୍ରକେଟ ଟିମ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ତେବେ ସିରିଜର ସମସ୍ତ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ଏଥିଲାଗି ବିସିସିଆଇ ସମସ୍ତ ଖେଳାଳିଙ୍କୁ 1ମାର୍ଚ୍ଚରେ ଅହମ୍ମଦାବାଦରେ ପହଞ୍ଚିବାକୁ ଆଦେଶ ଦେଇଛନ୍ତି ।

ଶିଖର ଧଓ୍ବନ

କାରଣ ଟି-20 ସିରିଜ ପାଇଁ ଚୟନ ହୋଇଥିବା କିଛି ଖେଳାଳି ବର୍ତ୍ତମାନ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି । ସେମାନଙ୍କ ମଧ୍ୟରେ ଶିଖର ଧଓ୍ବନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେଓ୍ବାତିଆ ରହିଛନ୍ତି । ସମସ୍ତ ଖେଳାଳି ଅହମଦାବାଦରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏହାପରେ ବାକି ଖେଳାଳିଙ୍କ ସହ ଅଭ୍ୟାସ କରିପାରିବେ ।

ଡିଡିସିଏର ଜଣେ ଅଧିକାରୀ କହିଛନ୍ତି ଯେ, ଅନ୍ୟ ଖେଳାଳିଙ୍କ ସହ ଶିଖର 1ମାର୍ଚ୍ଚକୁ ଅହମ୍ମଦାବାଦ ଯିବେ । ସୀମିତ ଓଭରରେ ଖେଳାଳିଙ୍କୁ 2,3ଟି ମ୍ୟାଚ ଖେଳିବାକୁ କୁହାଯାଇଛି । କାରଣ ସେମାନେ ଫର୍ମରେ ରହିବେ । ଏହାପରେ ନୂଆ ସ୍ଥାନ ଅନୁସାରେ କୋଭିଡ ପ୍ରୋଟିକଲ ଅନୁସାରେ ବବଲକୁ ଯିବେ ।

ଇଂଲଣ୍ଡ ବିପକ୍ଷ ଟି20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ:ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), କେଏଲ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକା ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ, ଟି.ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ, ଶାର୍ଦ୍ଦୁଳ ଠାକୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.