ETV Bharat / sports

ଗୋଲାପି ଟେଷ୍ଟ ବିଜୟ, କୋହଲି ଭାଙ୍ଗିଲେ ଧୋନିଙ୍କ ରେକର୍ଡ - କୋହଲି ଭାଙ୍ଗିଲେ ଧୋନିଙ୍କ ରେକର୍ଡ

ଲଗାତାର 7ଟି ଟେଷ୍ଟମ୍ୟାଚ ବିଜୟ ସହ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି ।

କୋହଲି ଭାଙ୍ଗିଲେ ଧୋନିଙ୍କ ରେକର୍ଡ
author img

By

Published : Nov 24, 2019, 10:10 PM IST

କୋଲକାତା: ଶେଷ ହୋଇଛି ବାଂଲାଦେଶ ବିପକ୍ଷ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜ । ଐତିହାସିକ ଇଡେନ ଗାର୍ଡେନରେ ପ୍ରଥମ ଦିବାରାତ୍ର ଟେଷ୍ଟ ବିଜୟ ସହ 2-0ରେ ସିରିଜ ପୋଛି ନେଇଛି ଟିମ ଇଣ୍ଡିଆ ।

ତେବେ ଗୋଲାପି ବଲରେ ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଏହା ପ୍ରଥମ ଟେଷ୍ଟ ବିଜୟ । ଏହି ବିଜୟ ସହ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି କ୍ୟାପଟେନ କୋହଲି ।

2013ରେ କ୍ରମାଗତ 6ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିଲା ଭାରତୀୟ ଦଳ । ତେବେ କ୍ରିକେଟର ଲମ୍ବା ଫର୍ମାଟରେ 7ଟି ଟେଷ୍ଟମ୍ୟାଚରେ ଅପରାଜେୟ ହୋଇଛି ବିରାଟବାହୀନି । କୋଲକାତା ଟେଷ୍ଟରେ କ୍ରିକେଟର ସବୁ ଫର୍ମାଟରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ଏକତରଫା ଏକ ଇନିଂସ ସହ ବିଜୟ ହାସଲ କରିଛି । ଫଳରେ ଧୋନିଙ୍କ 6ଟି ମ୍ୟାଚ ବିଜୟ ରେକର୍ଡ ଭଙ୍ଗ ହୋଇଛି ।

Intro:Body:

SANGRAM

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.