ETV Bharat / sports

ସିରିଜ ଡିସାଇଡର: ଧୱନ ଆହତ, ରୋହିତ୍‌-ରାହୁଲ ଓପନିଂ ଯୋଡି

author img

By

Published : Jan 19, 2020, 6:40 PM IST

ଭାରତୀୟ ବୋଲିଂ ପାଳିରେ ତାଙ୍କ କାନ୍ଧରେ ଆଘାତ ଲାଗିବାରୁ ସେ ପଡିଆ ଛାଡିଥିଲେ। ଆଉ ଏବେ ବ୍ୟାଟିଂ କରିବା ପାଇଁ ସେ ପଡିଆକୁ ଆସି ନାହାଁନ୍ତି।

india-vs-australia-shikhar-dhawan-hurts-left-shoulder
ସିରିଜ ଡିସାଇଡର: ଧୱନ ଆହତ, ରୋହିତ୍‌-ରାହୁଲ ଓପନିଂ ଯୋଡି

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜରରେ ଘରୋଇ ଦଳକୁ ଲାଗିଛି ଝଟକା । ଓପନର ଶିଖର ଧୱନ ହୋଇଛନ୍ତି ପୁଣି ଥରେ ହୋଇଛନ୍ତି ଆହତ । ଭାରତୀୟ ବୋଲିଂ ପାଳିରେ ତାଙ୍କ କାନ୍ଧରେ ଆଘାତ ଲାଗିବାରୁ ସେ ପଡିଆ ଛାଡିଥିଲେ । ଆଉ ଏବେ ବ୍ୟାଟିଂ କରିବା ପାଇଁ ସେ ପଡିଆକୁ ଆସି ନାହାଁନ୍ତି । ତାଙ୍କ ସ୍ଥାନରେ ଓପନିଂ କରୁଛନ୍ତି ଅନ୍ୟତମ ଓପନର ଲୋକେଶ ରାହୁଲ ।

ବିସିସିଆଇ ଟ୍ବିଟ କରି ଧୱନଙ୍କ ଆହତ ହେବା ନେଇ ସୂଚନା ଦେଇଥିଲା । ତାଙ୍କ କାନ୍ଧର ଏକ୍ସ-ରେ ଚାଲିଛି। ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ। ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ ହରାଇ 286ରନ କରିଛି ଦଳ । ଫଳରେ 1-1ରେ ବରାବର ଥିବା ସିରିଜ ବିଜୟୀ ପାଇଁ ଘରୋଇ ଦଳ ଆଗରେ ରହିଛି 287ରନର ଟାର୍ଗେଟ୍‌ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.