ETV Bharat / sports

u-19 ବିଶ୍ବକପ: ବାଂଲା ବୋଲରଙ୍କ ଆଟାକ୍‌ରେ ଘାଇଲା ଭାରତ

author img

By

Published : Feb 9, 2020, 5:40 PM IST

ଭାରତ-ବାଂଲାଦେଶ ମଧ୍ୟରେ 19 ବର୍ଷରୁ କମ ବିଶ୍ବକପ ଫାଇନାଲ ମ୍ୟାଚରେ ମାତ୍ର 177ରନରେ ସମସ୍ତ ୱିକେଟ ହରାଇଛି ଯୁବ ଭାରତୀୟ ଦଳ । ବିପକ୍ଷ ଯୁବ ବାଂଲା ବୋଲରଙ୍କ ବୋଲିଂ ଆଟାକ୍‌ରେ ଘାଇଲା ହୋଇଛି ଜୁନିୟର ଟିମ ଇଣ୍ଡିଆ ।

india-u19-vs-bangladesh-u19-final-bangladesh-u19-need-178-runs-to-win
u-19 ବିଶ୍ବକପ: ବାଂଲା ବୋଲରଙ୍କ ଆଟାକ୍‌ରେ ଘାଇଲା ଭାରତ

ପୋଟଚେଷ୍ଟ୍ରମ: ଫାଇନାଲ ଫାଇଟରେ ଯୁବ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ । ଭାରତ-ବାଂଲାଦେଶ ମଧ୍ୟରେ 19 ବର୍ଷରୁ କମ ବିଶ୍ବକପ ଫାଇନାଲ ମ୍ୟାଚରେ ମାତ୍ର 177ରନରେ ସମସ୍ତ ୱିକେଟ ହରାଇଛି ଯୁବ ଭାରତୀୟ ଦଳ । ବିପକ୍ଷ ଯୁବ ବାଂଲା ବୋଲରଙ୍କ ବୋଲିଂ ଆଟାକ୍‌ରେ ଘାଇଲା ହୋଇଛି ଜୁନିୟର ଟିମ ଇଣ୍ଡିଆ । ଫଳରେ ପ୍ରଥମଥର ବିଶ୍ବକପ ଟ୍ରଫି ଟେକିବା ପାଇଁ ବାଂଲାଦେଶ ଆଗରେ 178ରନର ବିଜୟ ଲକ୍ଷ୍ୟ ରହିଛି ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା ବାଂଲାଦେଶ ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମରୁ ଭାରତୀୟ ଦଳକୁ ଝଟକା ଲାଗିଥିଲା । ମାତ୍ର 2 ରନ କରି ଦିବ୍ୟାଶଂ ସକ୍ସେନା ପାଭିଲିଅନ ଫେରିଥିଲେ । ଦଳ ପକ୍ଷରୁ ଓପନର ଯଶ୍ବସୀ ଜସ୍‌ୱାଲ ସର୍ବାଧିକ 88ରନ କରିଛନ୍ତି । ତାଙ୍କ ବ୍ୟତିତ୍‌ ତିଲକ ବର୍ମା 38 ଓ ଧୃବ ଜୁଏଲ 22ରନ କରିଛନ୍ତି । ତେବେ ଏହି 3 ବ୍ୟାଟ୍ସମ୍ୟାନଙ୍କୁ ଛାଡି ଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.