ETV Bharat / sports

ଦ୍ବିତୀୟ ଟି-20: ଟସ ଜିତି ବିରାଟଙ୍କ ବ୍ୟାଟିଂ ନିଷ୍ପତି

ପ୍ରଥମ ଟି20ରେ ବିଜୟ ପରେ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । 2ୟ ମ୍ୟାଚର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ କୋହଲି ।

author img

By

Published : Aug 4, 2019, 7:49 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଫ୍ଲୋରିଡା: ପ୍ରଥମ ଟି20ରେ ବିଜୟ ପରେ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ । 2ୟ ମ୍ୟାଚର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ କୋହଲି । ବିରାଟଙ୍କ କହିବା ଅନୁଯାଇଛି, ଆଜି ପିଚ୍‌ ଠିକ୍‌ଠାକ୍‌ ରହିଥିବାରୁ ପ୍ରଥମେ ବ୍ୟାଟିଂ କରିବା ଉଚିତ୍‌ ହେବ । ଅନ୍ୟପଟେ ସମାନ ଦଳ ସହ ପଡିଆକୁ ଓହ୍ଲାଇଛି ଭାରୀତୟ ଦଳ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳରେ ଆଜି ଗୋଟିଏ ପରିବର୍ତ୍ତନ ହୋଇଛି ।

ପ୍ରଥମ ମ୍ୟାଚରେ କମ ସ୍କୋର ହୋଇଥିଲା । ମାତ୍ର 95 ରନ ରେ ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇଥିଲା । ଫଳରେ 4 ୱିକେଟରେ ମ୍ୟାଚ ଜିତିଥିଲା ଭାରତୀୟ ଦଳ ।

  • ଭାରତୀୟ ଏକାଦଶ: ବିରାଟ କୋହଲି (କ୍ୟାପଟେନ୍), ରୋହିତ ଶର୍ମା, ଶିଖର ଧୱନ୍, ମନୀଷ ପାଣ୍ଡେ, ଋଷଭ ପନ୍ତ( ଓ୍ବିକେଟ କିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, କେ ଖଲୀଲ ଅହମ୍ମଦ, କୃଣାଲ ପାଣ୍ଡେ, ନବଦୀପ ସାଇନି ।
  • ୱେଷ୍ଟଇଣ୍ଡିଜ୍ ଏକାଦଶ: କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍(ଓ୍ବିକେଟ କିପର), କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, , ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ,କିମୋ ପଲ, କାରୀ ପେରି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.