ETV Bharat / sports

ବର୍ଡର ଗାଭାସ୍କର ଟ୍ରଫି: ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସୂଚୀ ଘୋଷଣା

author img

By

Published : May 28, 2020, 7:13 PM IST

ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର 2ୟ ଟେଷ୍ଟ ସିଡନିରେ ଦିବାରାତ୍ର ଟେଷ୍ଟ ଖେଳାଯିବ । ଅଧିକ ପଢ଼ନ୍ତୁ...

India tour of Australia: CA announces dates and venues for Border-Gavaskar series
ବର୍ଡର ଗାଭାସ୍କର ଟ୍ରଫି: ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସୂଚୀ ଘୋଷଣା

ମେଲବର୍ଣ୍ଣ: ସ୍ପଷ୍ଟ ହୋଇଛି ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତର ସମୟସୂଚୀ । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ମ୍ୟାଚ ସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ 4ଟି ଟେଷ୍ଟ ପାଇଁ 4ଟି ଭେନ୍ୟୁ ଘୋଷଣା କରିଛି ।

  • ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ବ୍ରିସବେନରେ ଡିସେମ୍ବର 3-7ରେ ଖେଳାଯିବ ।
  • ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 2ୟ ଟେଷ୍ଟ ଦିବାରାତ୍ର ଟେଷ୍ଟ ଖେଳାଯିବ । ଡିସେମ୍ବର 11-15 ରେ ହେବ ପିଙ୍କ ବଲ ମୁକାବିଲା ।
  • 3ୟ ଓ 4ର୍ଥ ଟେଷ୍ଟ ଯଥାକ୍ରମେ ମେଲବର୍ଣ୍ଣ ଓ ସିଡନି ଗ୍ରାଉଣ୍ଡରେ ଖେଳାଯିବ। ମେଲବର୍ଣ୍ଣରେ ପାରମ୍ପରିକ ବକ୍ସି ଡେ ଟେଷ୍ଟ ଖେଳାଯିବ ।
  • ଏହାପରେ ଜାନୁଆରୀ 3-7ପର୍ଯ୍ୟନ୍ତ ସିଡନିରେ ଅନ୍ତିମ ଟେଷ୍ଟ ଖେଳାଯିବ ।

ଗତଥର ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଇତିହାସ ରଚିଥିଲା । ପ୍ରଥମ ଥର ଅଷ୍ଟ୍ରେଲିଆକୁ ନିଜ ମାଟିରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 2-1ରେ ପରାସ୍ତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.