ETV Bharat / sports

ମହିଳା ଟି-20 ବିଶ୍ବକପ: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ ଏମିତି କହିଲେ ବ୍ରେଟ ଲି

author img

By

Published : Feb 20, 2020, 5:57 PM IST

ଆଇସିସି ମହିଳା ଟି-20 ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ବେଶ୍‌ ପ୍ରଭାବଳଶାଳୀ ଟିମ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦୃତ ବୋଲର ବ୍ରେଟ ଲି । ଅଧିକ ପଢନ୍ତୁ...

womens t20 world cup
womens t20 world cup

ମେଲବର୍ଣ୍ଣ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଆଇସିସି ମହିଳା ଟି-20 ବିଶ୍ବକପ । ପ୍ରଥମ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ତେବେ ଏହି ମୁକାବିଲାକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଦୃତ ବୋଲର ବ୍ରେଟ ଲି ନିଜ ମତ ରଖିଛନ୍ତି । ସେ କହିଛନ୍ତି ଏହି ବିଶ୍ବକପରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ପ୍ରଭାବଶାଳୀ । ଏହି 2ଦଳ ମହିଳା କ୍ରିକେଟକୁ ଏକ ନୂଆ ସ୍ତରକୁ ନେଇ ପାରିବେ ।

womens t20 world cup
icc ମହିଳା T20 WC ଖେଳସୂଚୀ

ବ୍ରେଟ ଲି କହିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଜେମିମାହ ରୋଡ୍ରିଗେଜ ଓ ଶେଫିଳା ବର୍ମାଙ୍କ ଉପସ୍ଥିତିରେ ଭାରତ ଉପରେ ନଜର ରଖିବାର ଆବଶ୍ୟକତା ରହିଛି । ତ୍ରିକୋଣୀୟ ସିରିଜରେ ଆମେମାନେ ଦେଖି ସାରିଛୁ ଏହି 2 ଦେଶ ଶାନଦାର କ୍ରିକେଟ ଖେଳିଛନ୍ତି । ଏବେ ଏହି ମୁକାବିଲା ପାଇଁ ଆଉ ଅପେକ୍ଷା କରି ହେଉନାହିଁ ।

womens t20 world cup
icc ମହିଳା T20 WC ଖେଳସୂଚୀ

ଏଥିସହ ଆହୁରି ମଧ୍ୟ ଲି କହିଛନ୍ତି ଯେ, ଆୟୋଜକ ଦଳ ଆଉ ଏକ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ମେଗ ଲେନିଙ୍ଗ ଜଣେ ସାନଦାର ଅଧିନାୟିକା ଓ ସେ ଏଯାଏଁ ଟିମର ନେତୃତ୍ବ ବହୁତ ଭଲରେ ନେଇଛନ୍ତି । ମହିଳା କ୍ରିକେଟ ଟିମର ଭବିଷ୍ୟ ଉଜ୍ଜ୍ବଳ ଅଛି ଓ ଏହି ଟୁର୍ଣ୍ଣାମେଣ୍ଟ ପରେ ମହିଳା କ୍ରିକେଟ ଟିମ ଏକ ନୂଆ ସ୍ତରରେ ପହଞ୍ଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.