ETV Bharat / sports

ବିଶ୍ବକପ: ଜାଣନ୍ତୁ, ଟିମ୍ ଇଣ୍ଡିଆର କିଏ କେଉଁ ସ୍ଥାନରେ ଖେଳିବେ ?

ଓପନିଂ ଯୋଡି ଶିଖର ଧୱନ ଓ ରୋହିତ ଶର୍ମା ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ବ୍ୟାକ ଅପ ଓପନର ଭାବେ କେଏଲ ରାହୁଲଙ୍କୁ ମଧ୍ୟ ଚୟନ କରିଛନ୍ତି ଚୟନକର୍ତ୍ତା।

author img

By

Published : Apr 16, 2019, 12:23 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ସୋମବାର ଅପରାହ୍ନ 3ଟାରେ ଘୋଷଣା ହେଇଛି 15 ଜଣିଆ ଭାରତୀୟ ଦଳ। ତେବେ ରେକର୍ଡ ଓ ଅଙ୍କ ଗଣତି ହିସାବରେ ଏହି ଭାରତୀୟ 15 ଜଣିଆ ଦଳ ଘୋଷିତ ହୋଇଛି।

ଓପନିଂ ଯୋଡି ଶିଖର ଧୱନ ଓ ରୋହିତ ଶର୍ମା । ତେବେ 128 ମ୍ୟାଚରୁ 5355ରନ କରିସାରିଛନ୍ତି । ତାଙ୍କର ଦିନିକିଆ ବେଷ୍ଟ ରହିଛି 143ରନ । ସେହିପରି ହିଟ ମ୍ୟାନ ରୋହିତ ଶର୍ମା 206ଟି ମ୍ୟାଚ ଖେଳିସାରିଛନ୍ତି । ସେ ଏଯାଏଁ 8010ରନ କରିସାରିଛନ୍ତି । ତାଙ୍କର ଦିନିକିଆ ବେଷ୍ଟ ରହିଛି 264ରନ। ତେବେ ଏହି ବିସ୍ଫୋରକ ଭାରତୀୟ ଓପନର ଯୋଡି ଏବେ ଦମଦାର ଫର୍ମରେ ରହିଛି।

ସେହିପରି ବ୍ୟାକ ଅପ ଓପନର ଭାବେ କେଏଲ ରାହୁଲ ରହିଛନ୍ତି । ସେ 14ଟି ଦିନିକିଆରୁ 343ରନ ସଂଗ୍ରହ କରିଛନ୍ତି । ତେବେ ଏଥିରେ ତାଙ୍କ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ତେଣୁ ବ୍ୟାକ ଅପ ଓପନର ପାଇଥିବା କେଏଲ ରାହୁଲ ମଧ୍ୟ ଶାନାଦାର ଫର୍ମରେ ରହିଛି।

ସେହିପରି 3ୟ ସ୍ଥାନରେ ଖୋଦ ଅଧିନାୟକ ବିରାଟ କୋହଲି । ତେବେ ଦଳର ମେରୁଦଣ୍ଡ ସାଜିଛନ୍ତି ବିରାଟ । ଦିନିକିଆରେ 10ହଜାରରୁ ବି ଅଧିକ ରନ କରିଛନ୍ତି ବିରାଟ । ଅନ୍ୟପଟେ ଚତୁର୍ଥ ସ୍ଥାନରେ କେଦାର ଯାଦବ । ସେହିପରି ବ୍ୟାକ ଅଫ ଅଲରାଉଣ୍ଡର ତଥା ପେସର ବିଜୟ ଶଙ୍କର ମଧ୍ୟ 4ର୍ଥ ସ୍ଥାନରେ ଖେଳିପାରନ୍ତି । 5ମ ସ୍ଥାନରେ ଏମଏସ ଧୋନି( ୱିକେଟ କିପର ବ୍ୟାଟ୍ସମ୍ୟାନ ) । ଅନ୍ୟପଟେ ବ୍ୟାକଅପ ୱିକେଟ କିପର ଦିନେଶ କାର୍ତ୍ତିକଙ୍କୁ ମଧ୍ୟ 4ର୍ଥ ସ୍ଥାନରେ ପରୀକ୍ଷା କରିବ ଦଳ । ଷଷ୍ଠ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।

ଭିଡିଓ ଇନିପୁଟ- ବ୍ୟୁରୋ ଇନପୁଟ

ତେବେ ପେସ ବୋଲିଂ ତାଲିକାରେ ସପ୍ତମ ସ୍ଥାନରେ ଭୁବନେଶ୍ବର କୁମାର। 8ମ ସ୍ଥାନରେ ଜଶପ୍ରୀତ ବୁମରା, 9ମ ସ୍ଥାନରେ ମହମ୍ମଦ ସାମି ରହିଛନ୍ତି । ସେହିପରି ସ୍ପିନ ବିଭାଗ ସମ୍ପୂର୍ଣ୍ଣ କୁଳ-ଚାଙ୍କ ଯୋଡି ପାଖେର ରହିଛି। ଅର୍ଥାତ 10ମ ସ୍ଫଟଟି କୁଳଦୀପ ଯାଦବ। 11ତମ ସ୍ପଟଟି ୟୁଜୁବେନ୍ଦ୍ର ଚହଲ ପାଇବେ । ଅନ୍ୟପଟେ 15ନମ୍ବର ଖେଳାଳି ଭାବରେ ରବିନ୍ଦ୍ର ଯାଡେଜା ଦଳରେ ସ୍ଥାନ ପାଇଛନ୍ତି ।

ଶେଷରେ 5-ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ, 3-ଅଲରାଉଣ୍ଡର, 3-ଫାଷ୍ଟ ବୋଲର ଓ ଦୁଇ ରିଷ୍ଟ ସ୍ପିନରଙ୍କୁ ନେଇ ଘୋଷିତ ହୋଇଛି ଏକ ବାଲାନ୍ସ ଟିମ୍ ।

ଭାରତୀୟ ଦଳ

ଶିଖର ଧୱନ
ରୋହିତ ଶର୍ମା
ବିରାଟ କୋହଲି
କେଦାର ଯାଦବ
ଏମଏସ ଧୋନି
ହାର୍ଦିକ ପାଣ୍ଡ୍ୟା
ଭୁବନେଶ୍ବର କୁମାର

ଜଶପ୍ରୀତ ବୁମରା
ମହମ୍ମଦ ସାମି
କୁଳଦୀପ ଯାଦବ
ୟୁଜୁବେନ୍ଦ୍ର ଚହଲ
ଦିନେଶ କାର୍ତ୍ତିକ
କେଏଲ ରାହୁଲ
ବିଜୟ ଶଙ୍କର
ରବୀନ୍ଦ ଯାଡେଜା

Intro:Body:

ଭଦ୍ରକ: ଜିଲ୍ଲାରେ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 1 ହଜାର 292ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏହି ସମସ୍ତ ମତଦାନ କେନ୍ଦ୍ରରେ କିପରି ଭାବେ ସୂଚାରୁ ରୂପେ ମତଦାନ ହୋଇପାରିବ ସେ ନେଇ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଏକ ସମ୍ମନ୍ବୟ ସମୀକ୍ଷା ବୈଠକ କରାଯାଇଛି। 

ଏଥିରେ ଜେନେରାଲ ଅବଜର୍ଭର, ଏକ୍ସପେଣ୍ଡିଚର ଅବଜର୍ଭର, ପୋଲିସ ଅବଜର୍ଭରଙ୍କ ସମେତ ନିର୍ବାଚନ ଦାୟିତ୍ଵରେ ଥିବା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନିଶାଦ୍ରବ୍ୟ ନିୟନ୍ତ୍ରଣ, ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖାଯାଇଛି। 

ସେହିପରି ଭୋଟଦାନବେଳେ ଭିନ୍ନକ୍ଷମଙ୍କ ପାଇଁ କିପରି ସୁବିଧା ସୁଯୋଗ କରାଯାଇପାରିବ, ସେ ନେଇ ବିସ୍ତୃତ ଭାବେ ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହ ଆଲୋଚନା କରିଥିଲା ଆମ ଟିମ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.