ETV Bharat / sports

ସଣ୍ଡେ ସୁପର ଫାଇଟ ପାଇଁ ଚଳଚଞ୍ଚଳ ବାରବାଟୀ - ସଣ୍ଡେ ସୁପର ଫାଇଟ

ବାରବାଟୀ ଷ୍ଟାଡିୟମର ସମୀକ୍ଷା କରିଛନ୍ତି କଟକ ଡିସିପି । ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ, ପାଭେଲିଅନ, କର୍ପୋରେଟ ବକ୍ସ ଆଦି ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଡିସିପି ।

barabati stadium
ବାରବାଟୀ ଦିନିକିଆ
author img

By

Published : Dec 18, 2019, 1:50 PM IST

କଟକ: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଏକ ଦିବସୀୟ ମ୍ୟାଚ ପାଇଁ ଆଉ ମାତ୍ର ଦିନ କେଇଟା ଥିଲାବେଳେ ବାରବାଟୀ ଷ୍ଟାଡିୟମର ସମୀକ୍ଷା କରିଛନ୍ତି କଟକ ଡିସିପି । ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ, ପାଭେଲିଅନ, କର୍ପୋରେଟ ବକ୍ସ ଆଦି ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଡିସିପି ।

ବାରବାଟୀ ଦିନିକିଆ

ତେବେ ଷ୍ଟାଡିୟମର କେଉଁ କେଉଁ ସ୍ଥାନରେ ସିଟ ସଂଖ୍ୟା ବୃଦ୍ଧି କରାଯିବ, କେଉଁଠି କେଉଁଠି ଅଧିକ ଅସ୍ଥାୟୀ ଶୌଚାଳୟ ବ୍ୟବହାର କରାଯିବ, ସେ ନେଇ ଡିସିପି ଓସିଏକୁ ପରାମର୍ଶ ଦେଇଛନ୍ତି । ଦର୍ଶକଙ୍କ ପ୍ରାଥମିକତାକୁ ଗୁରୁତ୍ବ ଦିଆଯିବ ବୋଲି ଡିସିପି ଅଖିଳେଶ୍ବର ସିଂ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ତୃତୀୟ ଏକ ଦିବସୀୟ ମ୍ୟାଚ ପାଇଁ ଆଉ ମାତ୍ର ଦିନ କେଇଟା ଥିଲାବେଳେ ବାରବାଟୀ ଷ୍ଟାଡିଅମ ର ସମୀକ୍ଷା କରିଛନ୍ତି କଟକ ଡିସିପି।ଷ୍ଟାଡିଅମ ର ସମସ୍ତ ଗ୍ୟାଲେରୀ, ପାଭିଲିଅନ କର୍ପୋରେଟ ବକ୍ସ ଆଦି ପ୍ରତ୍ୟକ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କଟକ ଡିସିପି।ଷ୍ଟାଡିୟମ ର କେଉଁ କେଉଁ ସ୍ଥାନରେ ସିଟ ସଂଖ୍ୟା ବୃଦ୍ଧି କରାଯିବ,କେଉଁଠି କେଉଁଠି ଅଧିକ ଅସ୍ଥାୟୀ ଟଏଲେଟ ବ୍ୟବହାର କରାଯିବ ସେନେଇ ଡିସିପି ଓସିଏ କୁ ପରାମର୍ଶ ଦେଇଛନ୍ତି।ତେବେ ଦର୍ଶକ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେନେଇ ଗୁରୁତ୍ୱ ଦେବାକୁ ଡିସିପି ଓସିଏ କୁ ପରାମର୍ଶ ଦେଇଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.