ଚେନ୍ନାଇ: ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ଚା' ବିରତି ସୁଦ୍ଧା ଭାରତର ପ୍ରଥମ ଇଂନିସ ସ୍କୋର 189/3 ରହିଛି । ଶନିବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବ୍ୟାଟିଂ ଜାରି ରହିଛି ।
-
A wicketless session for England!
— ICC (@ICC) February 13, 2021 " class="align-text-top noRightClick twitterSection" data="
Rohit Sharma and Ajinkya Rahane share an unbeaten 103-run partnership to take India to 189/3 at tea on day one.#INDvENG | https://t.co/DSmqrU68EB pic.twitter.com/pF1obS4XrW
">A wicketless session for England!
— ICC (@ICC) February 13, 2021
Rohit Sharma and Ajinkya Rahane share an unbeaten 103-run partnership to take India to 189/3 at tea on day one.#INDvENG | https://t.co/DSmqrU68EB pic.twitter.com/pF1obS4XrWA wicketless session for England!
— ICC (@ICC) February 13, 2021
Rohit Sharma and Ajinkya Rahane share an unbeaten 103-run partnership to take India to 189/3 at tea on day one.#INDvENG | https://t.co/DSmqrU68EB pic.twitter.com/pF1obS4XrW
ଭେଟେରାନ ରୋହିତ ଶର୍ମା ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି । ଏହି ଇଂନିସରେ 16ଟି ଚୌକା ଓ ଦୁଇଟି ଛକା ସାମିଲ ରହିଛି । ଚା' ପାନ ବିରତି ସୁଦ୍ଧା ରୋହିତ 132 ରନର ଅପରାଜିତ ରହିଥିଲେ । ଅନ୍ୟପଟେ ରୋହିତଙ୍କୁ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ଭରପୁର ସାଥ୍ ମିଳିଛି । ରାହାଣେ ମଧ୍ୟ 36 ରନରେ ଅପରାଜିତ ଅଛନ୍ତି । ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ଭାରତ ଅଳ୍ପ ରନ ବ୍ୟବଧାନରେ 3ଟି ୱିକେଟ ହରାଇଥିଲା ।
-
A scintillating second session for #TeamIndia in the 2nd Test at The Chepauk.#TeamIndia 189/3 (Rohit 132*, Rahane 36*)
— BCCI (@BCCI) February 13, 2021 " class="align-text-top noRightClick twitterSection" data="
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/bblTCB5OnV
">A scintillating second session for #TeamIndia in the 2nd Test at The Chepauk.#TeamIndia 189/3 (Rohit 132*, Rahane 36*)
— BCCI (@BCCI) February 13, 2021
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/bblTCB5OnVA scintillating second session for #TeamIndia in the 2nd Test at The Chepauk.#TeamIndia 189/3 (Rohit 132*, Rahane 36*)
— BCCI (@BCCI) February 13, 2021
Scorecard - https://t.co/Hr7Zk2kjNC #INDvENG @Paytm pic.twitter.com/bblTCB5OnV
ଓପନର ଶୁଭମନ ଗିଲ୍ 0, ଚେତେଶ୍ବର ପୂଜାରା 21 ଓ ବିରାଟ କୋହଲି 0ରେ ଆଉଟ ହୋଇଥିଲେ ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇଂନିସ: 54 ଓଭର 189/3(ରୋହିତ ଶର୍ମିା 132 ବ୍ୟାଟିଂ, ଓଲି ଷ୍ଟୋନ 1/25, ଜାକ ଲିଚ୍ 1/48)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ