ଅହମଦାବାଦ: ଭାରତ-ଇଂଲଣ୍ଡ 4ର୍ଥ ଟେଷ୍ଟର 2ଦିନର ଖେଳ ଜାରି ରହିଛି । ତେବେ 2ୟ ଦିନର ଲଞ୍ଚ ବ୍ରେକ୍ ସୁଦ୍ଧା ଭାରତ 4ଓ୍ବିକେଟ ହରାଇ 80ରନ୍ କରିଛି । ବର୍ତ୍ତମାନ କ୍ରିଜରେ ରୋହିତ ଶର୍ମା(32ରନ୍) ରହିଛନ୍ତି ।
ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ 2ଟି, ବେନ୍ ଷ୍ଟୋକ୍ସ ଓ ଜ୍ୟାକ ଲିଚ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।
-
It's Lunch on Day 2 of the 4⃣th @Paytm #INDvENG Test! @ImRo45 batting on 32*@ajinkyarahane88 gets out for 27 at the stroke of lunch#TeamIndia trail England by 125 runs.
— BCCI (@BCCI) March 5, 2021 " class="align-text-top noRightClick twitterSection" data="
Scorecard 👉 https://t.co/9KnAXjaKfb pic.twitter.com/jxR3y3jVe8
">It's Lunch on Day 2 of the 4⃣th @Paytm #INDvENG Test! @ImRo45 batting on 32*@ajinkyarahane88 gets out for 27 at the stroke of lunch#TeamIndia trail England by 125 runs.
— BCCI (@BCCI) March 5, 2021
Scorecard 👉 https://t.co/9KnAXjaKfb pic.twitter.com/jxR3y3jVe8It's Lunch on Day 2 of the 4⃣th @Paytm #INDvENG Test! @ImRo45 batting on 32*@ajinkyarahane88 gets out for 27 at the stroke of lunch#TeamIndia trail England by 125 runs.
— BCCI (@BCCI) March 5, 2021
Scorecard 👉 https://t.co/9KnAXjaKfb pic.twitter.com/jxR3y3jVe8
ତେବେ ଭାରତ ପକ୍ଷରୁ ରାହାଣେ 27 ରନ୍, ପୂଜାରା 17 ରନ୍, ଶୁଭମନ ଓ ବିରାଟ ଜିରୋରେ ଆଉଟ୍ ହୋଇଛନ୍ତି ।
ସୂଚନାଥାଉକି, ଗୁରୁବାର ପ୍ରଥମ ଦିନରେ ପୁନର୍ବାର ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଉଭୟ ସ୍ପିନ ଓ ପେସ୍ ଆକ୍ରମଣ ସାମ୍ନାରେ ଭ୍ରମଣକାରୀ ଦଳର କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ପାରିନାହାନ୍ତି । ଫଳରେ 205 ରନରେ ଇଂଲଣ୍ଡର ପ୍ରଥମ ଇଂନିସ ସମାପ୍ତ ହୋଇଛି ।