ETV Bharat / sports

ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦର୍ଶକ । ଅଧିକ ପଢନ୍ତୁ...

IND VS ENG: First test will be played behind closed doors without spectators, Says TNCA Sec.
ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ
author img

By

Published : Feb 2, 2021, 8:38 PM IST

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦର୍ଶକ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯିବ । ଏନେଇ ତାମିଲନାଡୁ କ୍ରିକେଟ ସଂଘ ସମ୍ପାଦକ ଆରଏସ ରାମାସ୍ବାମୀ କହିଛନ୍ତି ।

  • UPDATE:
    In view of the Government announcement that 50% occupancy would be allowed in stadia, #TNCA will allow 50% spectators for the second Test between India and England.

    The first Test will be played behind closed doors without spectators.

    More➡️ https://t.co/KjGnw8yRMz pic.twitter.com/xXmu56GJ8u

    — TNCA (@TNCACricket) February 2, 2021 " class="align-text-top noRightClick twitterSection" data=" ">

ତେବେ ସମାନ ଗ୍ରାଉଣ୍ଡରେ ଦ୍ବିତୀୟ ଟେଷ୍ଟ ଖେଳାଯିବାକୁ ସୂଚୀ ରହିଛି । ଏହି ମ୍ୟାଚରେ ଷ୍ଟାଡିୟମ ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଅନୁମତି ଦେଇଛନ୍ତି ସରକାର ।

ଦ୍ବିତୀୟ ଟେଷ୍ଟ 13ଫେବ୍ରୁଆରୀରୁ 17ଫେବ୍ରୁଆରୀ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ପ୍ରଥମ ଟେଷ୍ଟ ଫେବ୍ରୁଆରୀ 5ରୁ 9 ପର୍ଯ୍ୟନ୍ତ ଖେଳାଯିବ ।

ପ୍ରଥମ ଟେଷ୍ଟ ପୂର୍ବରୁ ଉଭୟ ଭାରତ ଓ ଇଂଲଣ୍ଡ ଟିମ ସଦସ୍ୟଙ୍କ କୋରୋନା ପଜିଟିଭ ରିପୋର୍ଟ ନେଗେଟିଭ ରହିଥିବାବେଳେ, କ୍ବାରେଣ୍ଟିନ ଅବଧି ଶେଷ କରିଛନ୍ତି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାପରେ, ତୃତୀୟ ଓ ଚତୁର୍ଥ ଟେଷ୍ଟ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.