ETV Bharat / sports

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 74/3

ଭାରତ-ଇଂଲଣ୍ଡ, ଚତୁର୍ଥ ଟେଷ୍ଟର ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 3 ଓ୍ବିକେଟ ହରାଇ 74ରନ୍‌ କରିଛି । ଅଧିକ ପଢନ୍ତୁ...

author img

By

Published : Mar 4, 2021, 11:58 AM IST

ଭାରତ-ଇଂଲଣ୍ଡ, ଚତୁର୍ଥ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ  74/3

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଆରମ୍ଭ । ପ୍ରଥମେ ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ଜାରି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 3 ଓ୍ବିକେଟ ହରାଇ 74ରନ୍‌ କରିଛି । ତେବେ ବ୍ରେକ ବେଳକୁ କ୍ରିଜରେ ଜନି ବେୟାରଷ୍ଟୋ(28) ଓ ବେନ୍‌ ଷ୍ଟୋକ୍ସ(14) ରହିଛନ୍ତି ।

ଇଂଲଣ୍ଡ ପକ୍ଷରୁ ଡୋମିନିକ ସିବଲି 2, ଜ୍ୟାକ କ୍ରାୱଲି 9, ଜୋ ରୁଟ 5ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ତେବେ ଭାରତ ପକ୍ଷରୁ ଅକ୍ଷର ପଟେଲ 2 ଓ ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ହାତେଇଛନ୍ତି ।

ସୂଚନାଥାଉକି, ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଭାରତ ପରାଜୟ ହୋଇଥିଲା । ଏହାପରେ 2ୟ ଓ 3ୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.