ETV Bharat / sports

ଆଡିଲେଷ୍ଟ ଟେଷ୍ଟ: ମୋଇସେସ ହେନରିକ୍ସ ଅଷ୍ଟ୍ରେଲିଆ ସ୍କ୍ବାଡରେ ସାମିଲ

author img

By

Published : Dec 14, 2020, 3:54 PM IST

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଅଲରାଉଣ୍ଡର ମୋଇସେସ ହେନରିକ୍ସ ଅଷ୍ଟ୍ରେଲିଆ ସ୍କ୍ବାଡରେ ସାମିଲ । ଅଧିକ ପଢନ୍ତୁ...

Ind-Oz series: Henriques added to Australia squad, injured Abbott ruled out
ଆଡିଲେଷ୍ଟ ଟେଷ୍ଟ: ମୋଇସେସ ହେନରିକ୍ସ ଅଷ୍ଟ୍ରେଲିଆ ସ୍କ୍ବାଡରେ ସାମିଲ

ସିଡନି: ଅଲରାଉଣ୍ଡର ମୋଇସେସ ହେନରିକ୍ସଙ୍କୁ ସୋମବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ସ୍କ୍ବାଡରେ ସାମିଲ କରିଛି ଅଷ୍ଟ୍ରେଲିଆ ।

Ind-Oz series: Henriques added to Australia squad, injured Abbott ruled out
ମୋଇସେସ ହେନରିକ୍ସ

ଅନ୍ୟପଟେ ବହୁ ପ୍ରତିକ୍ଷୀତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପୂର୍ବରୁ ଘରୋଇ ଦଳର ଚିନ୍ତା ବଢାଉଛି ଆହତ ସମସ୍ୟା । ଦ୍ରୁତ ବୋଲର ସିନ ଆବଟ୍ଟ ମାଂସପେଶୀ ଜନିତ ଆହତ ସମସ୍ୟା ପରେ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି ।

ମାଂସପେଶୀରେ ଯନ୍ତ୍ରଣା କାରଣରୁ 3ଦିନିଆ ଦ୍ବିତୀୟ ଅଭ୍ୟାସ ମ୍ୟାଚ ଖେଳିନଥିଲେ ହେନେରିକ୍ସ । ତେବେ ସୋମବାର ଫିଟନେସ ଟେଷ୍ଟରେ ପାସ ହେବା ସହ 4ବର୍ଷର ଅନ୍ତର ପରେ ଟେଷ୍ଟ ସ୍କ୍ବାଡକୁ ଫେରିଛନ୍ତି ହେନେରିକ୍ସ । ଆଡିଲେଡରେ ଦିବାରାତ୍ର ଟେଷ୍ଟ ଡିସେମ୍ବର 17ରୁ ଆରମ୍ଭ ହେବ ।

ପୂର୍ବରୁ ଓପନର ଡେଭିଡ ୱାର୍ଣ୍ଣର, ୱିଲ ପୁକୋଭସ୍କି, କେମରନ ଗ୍ରୀନ, ହାରୀ କନୱେ ଓ ଜାକସନ ବାର୍ଡ, ମାର୍କସ ଷ୍ଟୋଇନିସ, ଆଷ୍ଟନ ଅଗର ଆହତ ଜନିସ ସମସ୍ୟାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.