ETV Bharat / sports

ଆସିଲା 19 ବର୍ଷରୁ କମ ବିଶ୍ବକପ 2020ର କ୍ରୀଡାସୂଚୀ - ଅଣ୍ଡର-19 ବିଶ୍ବକପ 2020ର ମ୍ୟାଚ ସିଡ୍ୟୁଲ

19 ବର୍ଷରୁ କମ କ୍ରିକେଟ ବିଶ୍ବକପର କ୍ରୀଡାସୂଚୀ ପ୍ରକାଶିତ । ଜାନୁଆରା 17ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ...

ICC, Under-19 Cricket World Cup 2020, Full schedule and timings, Full schedule of Under-19 World Cup, ଅଣ୍ଡର-19 ବିଶ୍ବକପ 2020ର ମ୍ୟାଚ ସିଡ୍ୟୁଲ, ଉଣେଇଶ ବର୍ଷରୁ କମ କ୍ରିକେଟ ବିଶ୍ବକପ
ଅଣ୍ଡର-19 ବିଶ୍ବକପ 2020ର ମ୍ୟାଚ ସିଡ୍ୟୁଲ
author img

By

Published : Jan 2, 2020, 8:23 PM IST

Updated : Jan 2, 2020, 8:46 PM IST

ନୂଆଦିଲ୍ଲୀ: ଆଇସିସି 19 ବର୍ଷରୁ କମ କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ ଜାନୁଆରା 17 ତାରିଖରୁ ଆରମ୍ଭ ହେବ । ସାରା ବିଶ୍ବର 16ଟି ଟିମ ଏଥିରେ ଭାଗ ନେଉଛନ୍ତି । ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ଏହି ମେଗା ଇଭେଣ୍ଟର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଚାରିଥର ବିଜେତା ଭାରତ ଏଥର ମଧ୍ୟ ଯୁବ କ୍ରିକେଟରଙ୍କ ଏହି ପ୍ଲାଟଫର୍ମରେ ନିଜର ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ ।

ତେବେ ଆସନ୍ତୁ ନଜର ପକାଇବା ଗ୍ରୁପ ପର୍ଯ୍ୟାୟର ମ୍ୟାଚ ସେଡ୍ୟୁଲ ଉପରେ

ତାରିଖ ମ୍ୟାଚ ଗ୍ରୁପ ଭାରତୀୟ ସମୟ
1 ଜାନୁଆରୀ 17 ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ଗ୍ରୁପ-ଡି 13.30
2 ଜାନୁଆରୀ 18 ବାଂଲାଦେଶ ବନାମ ଜିମ୍ବାୱେ ଗ୍ରୁପ-ସି 13.30
3 ଜାନୁଆରୀ 18 ନ୍ୟୁଜିଲାଣ୍ଡ ବନାମ ଜାପାନ ଗ୍ରୁପ-ଏ 13.30
4 ଜାନୁଆରୀ 18 ୟୁଏଇ ବନାମ କାନାଡା ଗ୍ରୁପ-ଡି 13.30
5 ଜାନୁଆରୀ 18 ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ ଗ୍ରୁପ-ବି 13.30
6 ଜାନୁଆରୀ 19 ଭାରତ ବନାମ ଶ୍ରୀଲଙ୍କା ଗ୍ରୁପ-ଏ 13.30
7 ଜାନୁଆରୀ 19 ପାକିସ୍ତାନ ବନାମ ସ୍କଟଲାଣ୍ଡ ଗ୍ରୁପ-ସି 13.30
8 ଜାନୁଆରୀ 20 ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ଗ୍ରୁପ-ବି 13.30
9 ଜାନୁଆରୀ 20 ଅଷ୍ଟ୍ରେଲିଆ ବନାମ ନାଇଜେରିଆ ଗ୍ରୁପ-ବି 13.30
10 ଜାନୁଆରୀ 21 ବାଂଲାଦେଶ ବନାମ ସ୍କଟଲାଣ୍ଡ ଗ୍ରୁପ-ସି 13.30
11 ଜାନୁଆରୀ 21 ଭାରତ ବନାମ ଜାପାନ ଗ୍ରୁପ-ଏ 13.30
12 ଜାନୁଆରୀ 22 ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ଗ୍ରୁପ-ଏ 13.30
13 ଜାନୁଆରୀ 22 ପାକିସ୍ତାନ ବନାମ ଜିମ୍ବାୱେ ଗ୍ରୁପ-ସି 13.30
14 ଜାନୁଆରୀ 22 ଆଫଗାନିସ୍ତାନ ବନାମ ୟୁଏଇ ଗ୍ରୁପ-ଡି 13.30
15 ଜାନୁଆରୀ 22 ଦକ୍ଷିଣ ଆଫ୍ରିକା ବନାମ କାନାଡା ଗ୍ରୁପ-ଡି 13.30
16 ଜାନୁଆରୀ 23 ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଗ୍ରୁପ-ବି 13.30
17 ଜାନୁଆରୀ 23 ୱେଷ୍ଟଇଣ୍ଡିଜ ବନାମ ନାଇଜେରିଆ ଗ୍ରୁପ-ବି 13.30
18 ଜାନୁଆରୀ 24 ଭାରତ ବନାମ ନ୍ୟୁଜିଲାଣ୍ଡ ଗ୍ରୁପ-ଏ 13.30
19 ଜାନୁଆରୀ 24 ଆଫଗାନିସ୍ତାନ ବନାମ କାନାଡା ଗ୍ରୁପ-ଡି 13.30
20 ଜାନୁଆରୀ 24 ପାକିସ୍ତାନ ବନାମ ବାଂଲାଦେଶ ଗ୍ରୁପ-ସି 13.30
21 ଜାନୁଆରୀ 25 ଶ୍ରୀଲଙ୍କା ବନାମ ଜାପାନ ଗ୍ରୁପ-ଏ 13.30
22 ଜାନୁଆରୀ 25 ଜିମ୍ବାୱେ ବନାମ ସ୍କଟଲାଣ୍ଡ ଗ୍ରୁପ-ସି 13.30
23 ଜାନୁଆରୀ 25 ଦକ୍ଷିଣ ଆଫ୍ରିକା ବନାମ ୟୁଏଇ ଗ୍ରୁପ-ଡି 13.30
24 ଜାନୁଆରୀ 25 ଇଂଲଣ୍ଡ ବନାମ ନାଇଜେରିଆ ଗ୍ରୁପ-ବି 13.30

ସୂଚନା ଯୋଗ୍ୟ ଯେ ଟର୍ଣ୍ଣାମେଣ୍ଟର ନକ ଆଉଟ ପର୍ଯ୍ୟାୟ ମ୍ୟାଚ 27 ଜାନୁଆରୀରୁ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
Last Updated : Jan 2, 2020, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.