ETV Bharat / sports

ଆଇସିସି ଟି-20 ରାଙ୍କିଂ: ଶ୍ରେଷ୍ଠ 10 ମଧ୍ୟରେ ସ୍ମୃତି-ଜେମିମ୍ମା-ହରମନପ୍ରିତ

author img

By

Published : Feb 15, 2020, 12:54 PM IST

ପ୍ରକାଶ ପାଇଛି ଆଇସିସି ମହିଳା କ୍ରିକେଟର ଟି-20 ବ୍ୟାଟ୍ସମ୍ୟାନ ମାନ୍ୟତା । ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟି-20 ବ୍ୟାଟିଂ ତାଲିକାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଭାରତର 3 ଖେଳାଳି ରହିଛନ୍ତି । ଅଧିକ ଖବର ପଢନ୍ତୁ...

ICC T20I rankings
ଆଇସିସି ଟି-20 ରାକିଂ

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା କ୍ରିକେଟର ଟି-20 ବ୍ୟାଟ୍ସମ୍ୟାନ ମାନ୍ୟତା । ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟି-20 ବ୍ୟାଟିଂ ତାଲିକାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଭାରତର 3 ଖେଳାଳି ରହିଛନ୍ତି ।

ICC T20I rankings
ସ୍ମୃତି ମାନ୍ଧାନା-ଜେମିମ୍ମା ରୋଡ୍ରିଗ୍ୟୁସ

ତାଲିକାର 4ର୍ଥ ସ୍ଥାନରେ ଭାରତୀୟ ଓପନର ସ୍ମୃତି ମାନ୍ଧାନା ରହିଛନ୍ତି । 7ମ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ଜେମିମ୍ମା ରୋଡ୍ରିଗ୍ୟୁସ ରହିଛନ୍ତି । 9ମ ସ୍ଥାନରେ କ୍ୟାପଟେନ ହରମନପ୍ରିତ କୌର ରହିଛନ୍ତି ।

ICC T20I rankings
ହରମନପ୍ରିତ କୌର

ତାଲିକାର ପ୍ରଥମ 3ଟି ସ୍ଥାନରେ ଅଷ୍ଟ୍ରେଲିଆ ଖେଳାଳି ରହିଛନ୍ତି । ଏଥିସହିତ ଶ୍ରେଷ୍ଠ 10ଟି ସ୍ଥାନ ମଧ୍ୟରେ କଙ୍ଗାରୁ ଟିମର 5 ଜଣ ଖେଳାଳି ରହିଛନ୍ତି ।

ପ୍ରଥମ ସ୍ଥାନରେ ସୁଜି ବେଟସ, 2ୟ ସ୍ଥାନରେ ସୋଫିଏ ଡେଭିନ ଓ 3ୟ ସ୍ଥାନରେ ବେଥ ମୋନି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.