ETV Bharat / sports

ଶ୍ରେଷ୍ଠ ଲଢେଇରେ କୋହଲି-ସ୍ମିଥ ଟକ୍କର !

author img

By

Published : Aug 19, 2019, 6:51 PM IST

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ଅନୁଯାୟୀ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 922 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ 913 ପଏଣ୍ଟ ସହ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିଥ, କୋହଲିଙ୍କ ନିକଟତର ହୋଇଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ 922 ପଏଣ୍ଟ ସହ ଆଇସିସି ମାନ୍ୟତାର ଶୀର୍ଷରେ ରହିଛନ୍ତି ବିରାଟ କୋହଲି । ମାତ୍ର କୋହଲିଙ୍କ ଶ୍ରେଷ୍ଠ ସ୍ଥାନ ନେଇ ବିପଦ ଦେଖାଦେଇଛି । ଚଳିତ ଆସେସ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିଥ, କୋହଲିଙ୍କ ନିକଟତର ହୋଇଛନ୍ତି ।

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ଅନୁଯାୟୀ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 922 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । 2ୟ ସ୍ଥାନରେ 913 ପଏଣ୍ଟ ସହ ସ୍ମିଥ ପହଞ୍ଚିଛନ୍ତି । ଆସେସ ଟେଷ୍ଟରେ ଏଯାବତ ସ୍ମିଥ 2ଟି ଶତକ ଓ 92 ରନ କରିସାରିଲେଣି ।

ଏହି ତାଲିକାରେ ଅନ୍ୟତମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ 4ର୍ଥ ସ୍ଥାନରେ ଚେତେଶ୍ବର ପୁଜାରା ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଆଡେମ ମାକ୍ରମ 6ଷଷ୍ଠ, ଶ୍ରୀଲଙ୍କା କ୍ୟାପଟେନ ଦିମୁଥ କରୁଣାରତ୍ନେ 8ମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଇଂଲିସ କ୍ୟାପଟେନ ଜୋ ରୁଟ 9ମ ସ୍ଥାନକୁ ଖସିଯାଇଛନ୍ତି ।
113 ପଏଣ୍ଟ ସହ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି ଭାରତ । ସେହିପରି 111 ପଏଣ୍ଟ ସହ ନ୍ୟୁଜିଲାଣ୍ଡ 2ୟ ଓ 108 ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା 3ୟ ସ୍ଥାନରେ ରହିଛନ୍ତି ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.