ETV Bharat / sports

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ

author img

By

Published : May 3, 2019, 5:44 PM IST

ଆଇସିସି ଟେଷ୍ଟ ମାନ୍ୟତାରେ ଟପ୍‌ ସ୍ପଟ୍‌ ବଜାୟ ରଖିଛି ଟେଷ୍ଟର ନମ୍ବର-ୱାନ ବ୍ୟାଟ୍ସମ୍ୟାନ ବିରାଟଙ୍କ ଦଳ । ୨୦୧୫-୧୬ ବର୍ଷର ସମସ୍ତ ମ୍ୟାଚ୍‌ର ଫଳାଫଳକୁ ବାଦ ଦିଆଯାଇ ୨୦୧୬-୧୭ ଓ ୨୦୧୭-୧୮ ବର୍ଷର ୫୦ ପ୍ରତିଶତ ଲେଖାଏଁ ଫଳାଫଳକୁ ନେଇ ଏହି ମାନ୍ୟତା ପ୍ରସ୍ତୁତ କରାଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତାରେ ଟପ୍‌ ସ୍ପଟ୍‌ ବଜାୟ ରଖିଛି ଟେଷ୍ଟର ନମ୍ବର-ୱାନ ବ୍ୟାଟ୍ସମ୍ୟାନ ବିରାଟଙ୍କ ଦଳ । ୨୦୧୫-୧୬ ବର୍ଷର ସମସ୍ତ ମ୍ୟାଚ୍‌ର ଫଳାଫଳକୁ ବାଦ ଦିଆଯାଇ ୨୦୧୬-୧୭ ଓ ୨୦୧୭-୧୮ ବର୍ଷର ୫୦ ପ୍ରତିଶତ ଲେଖାଏଁ ଫଳାଫଳକୁ ନେଇ ଏହି ମାନ୍ୟତା ପ୍ରସ୍ତୁତ କରାଯାଇଛି । ସେହିପରି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି ଇଂଲଣ୍ଡ ।

ମାତ୍ର ଦୁଇ ପଏଣ୍ଟ ପଛରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଟେଷ୍ଟ ମାନ୍ୟତାରେ ଭାରତ ସର୍ବାଧିକ ୧୧୬ ପଏଣ୍ଟ ସହ ଶୀର୍ଷରେ ରହିଛି । ୮ ପଏଣ୍ଟ ପଛରେ ଥିବା ନ୍ୟୁଜିଲାଣ୍ଡ (୧୦୮) ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ଅଷ୍ଟ୍ରେଲିଆକୁ ଅତିକ୍ରମ କରି ଇଂଲଣ୍ଡ ୪ର୍ଥ ସ୍ଥାନ ଅଧିକାର କରିଛି ।

ସେହିଭଳି ୭ମ ସ୍ଥାନରେ ଥିବା ପାକିସ୍ତାନ ଓ ୮ମ ସ୍ଥାନରେ ଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଥିବା ବ୍ୟବଧାନ ୧୧ରୁ ହ୍ରାସ ପାଇ ୨ ପଏଣ୍ଟରେ ପହଞ୍ଚିଛି । ଦିନିକିଆ ମାନ୍ୟତାରେ ମଧ୍ୟ ଅଦଳବଦଳ ହୋଇଛି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡକୁ ପଛରେ ପକାଇ ୩ୟ ସ୍ଥାନକୁ ଉଠିଛି ।

Intro:Body:

ghdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.