ETV Bharat / sports

ଭାରତରେ ଟି-20 ବିଶ୍ବକପ: ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବ ଆଇସିସି ! - ପିସିବି ସିଇଓ ବସିମ ଖାନ

ଜାନୁଆରୀ 2021 ସୁଦ୍ଧା, ପାକିସ୍ତାନ ଖେଳାଳି ଓ ଅଧିକାରୀଙ୍କୁ ଭାରତ ଆସିବାକୁ ଭିସା ଦେବାନେଇ ଆଇସିସି ଆଶ୍ବାସନା ଦେବାକୁ କହିଛନ୍ତି ପିସିବି ସିଇଓ । ଅଧିକ ପଢନ୍ତୁ:

icc is taking up our india visa issue with bcci for t20 wc says pcb ceo
ଭାରତରେ ଟି-20 ବିଶ୍ବକପ: ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବ ଆଇସିସି !
author img

By

Published : Oct 19, 2020, 9:33 PM IST

ନୂଆଦିଲ୍ଲୀ: ଆଇସିସି ଟି-20 କ୍ରିକେଟ ବିଶ୍ବକପ 2021କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ସିଇଓ ବସିମ ଖାନଙ୍କ ବଡ ବୟାନ । ଜାନୁଆରୀ 2021 ସୁଦ୍ଧା, ପାକିସ୍ତାନ ଖେଳାଳି ଓ ଅଧିକାରୀଙ୍କୁ ଭିସା ଦେବାନେଇ ଆଇସିସି ଆଶ୍ବାସନା ଦେବାକୁ କହିଛନ୍ତି ପିସିବି ସିଇଓ ।

icc is taking up our india visa issue with bcci for t20 wc says pcb ceo
ଭାରତରେ ଟି-20 ବିଶ୍ବକପ: ପାକିସ୍ତାନ ଖେଳାଳିଙ୍କୁ ଭିସା ଦେବ ଆଇସିସି !

ନିକଟ ଭବିଷ୍ୟତରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ବିପାକ୍ଷିକ କ୍ରିକେଟ ସିରିଜ ଖେଳାଯିବାର ସମ୍ଭାବନା ନଥିବା କହିଛନ୍ତି ପିସିବି ସିଇଓ ।

ଆସନ୍ତାବର୍ଷ ଅକ୍ଟୋବରରେ ଭାରତ ଟି-20 ବିଶ୍ବକପ ଆୟୋଜନ କରିବ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ରାଜନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି, ପିସିବି ଖେଳାଳି ଓ ଅଧିକାରୀଙ୍କ ଭାରତ ଗସ୍ତ ପାଇଁ ଭିସା ପ୍ରକ୍ରିୟା ସହଜ କରିବାକୁ ଆଇସିସି ନିକଟରୁ ଆଶ୍ବାସନା ଚାହିଁଛି ।

ଭିସା ନମିଳିଲେ, ବିସିସିଆଇ ଓ ଭାରତ ସରକାରଙ୍କୁ ସମ୍ପର୍କ କରି ଆଇସିସି ସମୟ ପୂର୍ବରୁ ଭିସା ଉପଲବ୍ଧ କରିବାକୁ ପିସିବି ସିଇଓ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.