ETV Bharat / sports

ଟିମ ଇଣ୍ଡିଆର ସ୍ମରଣୀୟ ଅପରାଜେୟ ସିଜିନ, ଶାସ୍ତ୍ରୀଙ୍କ ଶୁଭେଚ୍ଛା - କୋଚ ରବି ଶାସ୍ତ୍ରୀ

ଅଧିକାଂଶ ଭାରତୀୟ ଖେଳାଳି ଗତବର୍ଷ ସେପ୍ଟେମ୍ବରରେ ଆଇପିଏଲ ଆରମ୍ଭ ହେବାପରଠାରୁ ଜୈବ ସୁରକ୍ଷା ବଳୟରେ ରହିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ଗୋଟିଏ ସପ୍ତାହ ପାଇଁ ଖେଳାଳିଙ୍କୁ ଛୁଟି ମିଳିଥିଲା । ଅଧିକ ପଢନ୍ତୁ...

Head Coach Ravi Shastri Congratulates Team India For Season Of A Lifetime
ଟିମ ଇଣ୍ଡିଆକୁ ସ୍ମରଣୀୟ ଅପରାଜେୟ ସିଜିନ, ଶାସ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Mar 29, 2021, 8:53 PM IST

ପୁନେ: ଭାରତ ଟେଷ୍ଟ ଓ ଟି20 ସିରିଜ ଜିତିବା ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ 2-1ରେ ଜିତିନେଇଛି । ସମସ୍ତ ତିନୋଟି ଫର୍ମାଟରେ ଇଂଲଣ୍ଡକୁ ହରାଇବା ପରେ କୋଚ ରବି ଶାସ୍ତ୍ରୀ ଟ୍ବିଟ ଯୋଗେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । "ବିଶ୍ବର ସର୍ବଶ୍ରେଷ୍ଠ ଟିମ ବିପକ୍ଷରେ ସମସ୍ତ ଫର୍ମାଟରେ ସ୍ମରଣୀୟ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ।" ଟ୍ବିଟରେ ଏହା ଲେଖିଛନ୍ତି ଶାସ୍ତ୍ରୀ ।

  • Congratulations Guys for holding up and having a season of a lifetime in toughest of times across all formats and hemispheres against 2 of the best teams in the world. Take a bow 🇮🇳🙏🏻 #TeamIndia #INDvsENG pic.twitter.com/8UnGPZfMY4

    — Ravi Shastri (@RaviShastriOfc) March 28, 2021 " class="align-text-top noRightClick twitterSection" data=" ">

ଅଧିକାଂଶ ଭାରତୀୟ ଖେଳାଳି ଗତବର୍ଷ ସେପ୍ଟେମ୍ବରରେ ଆଇପିଏଲ ଆରମ୍ଭ ହେବାପରଠାରୁ ଜୈବ ସୁରକ୍ଷା ବଳୟରେ ରହିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ଗୋଟିଏ ସପ୍ତାହ ପାଇଁ ଖେଳାଳିଙ୍କୁ ଛୁଟି ମିଳିଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଭାଗ ନେଇଥିଲେ ଭାରତୀୟ ଖେଳାଳି ।

ଇଂଲିସ ଅଲରାଉଣ୍ଡର ସାମ କରନଙ୍କ ଲଢୁଆ 95 ରନର ଅପରାଜିତ ଇଂନିସ ସତ୍ତ୍ବେ ତୃତୀୟ ଦିନିକିଆ ମ୍ୟାଚକୁ 7 ରନରେ ଜିତିନେବା ସହ 2-1ରେ ସିରିଜ କବ୍ଜା କରିଥିଲା ।

ପ୍ରଥମ ବ୍ୟାଟିଂ କରି ଭାରତୀୟ ଟିମ 48.2 ଓଭରରେ ସମସ୍ତ ୱିକେଟ ହରାଇ 329 ରନ ସଂଗ୍ରହ କରିଥିଲା । ପରେ ଇଂଲଣ୍ଡ ବିଜୟ ଲକ୍ଷ୍ୟର ନିକଟତର ହୋଇଥିଲେ ମଧ୍ୟ 322 ରନରେ ସୀମିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.