ETV Bharat / sports

ସଚିନ@47: କୋରୋନା କାୟା ମଧ୍ୟରେ ଜନ୍ମଦିନ ପାଳିବେନି ମାଷ୍ଟର ବ୍ଲାଷ୍ଟର - SACHIN TENDULKAR

1973 ଆଜିର ଦିନରେ ବମ୍ବେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ଆଉ 14 ନଭେମ୍ବର 2013 ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ତେନ୍ଦୁଲକର ।

happy-birthday-sachin-tendulkar
ସଚିନ@47: କୋରୋନା କାୟା ମଧ୍ୟରେ ଜନ୍ମଦିନ ପାଳିବେନି ମାଷ୍ଟାର ବ୍ଲାଷ୍ଟର
author img

By

Published : Apr 24, 2020, 11:36 AM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଭଗବାନ ବୋଲାଉଥିବା ଏହି କିମ୍ବଦନ୍ତୀଙ୍କ ଆଜି ଜନ୍ମଦିନ । 47 ବର୍ଷରେ ପାଦ ଦେଇଛନ୍ତି ସଚିନ । ବିଶ୍ବ ବିପତ୍ତି କୋରୋନା ପାଇଁ ଚଳିତ ବର୍ଷ ନିଡାମ୍ବରରେ ଜନ୍ମଦିନ ପାଳିବାକୁ ନିଷ୍ପତି ନେଇଛନ୍ତି ତେନ୍ଦୁଲକର । 1973 ଆଜିର ଦିନରେ ବମ୍ବେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ଆଉ 14 ନଭେମ୍ବର 2013 ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ତେନ୍ଦୁଲକର । ମାତ୍ର ଆଜି ବି କ୍ରିକେଟ ଯେମିତି ତାଙ୍କ ବିନା ଅଧୁରା ।

ସଚିନ@47: କୋରୋନା କାୟା ମଧ୍ୟରେ ଜନ୍ମଦିନ ପାଳିବେନି ମାଷ୍ଟର ବ୍ଲାଷ୍ଟର

ତାଙ୍କର 24 ବର୍ଷର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ବିଶ୍ବରେ କ୍ରିକେଟର ସଂଜ୍ଞା ବଦଳାଇ ଦେଇଥିଲେ । ସଚିନଙ୍କ ଆଉଟ ହେବା ମାତ୍ରେ ପ୍ରଶଂସକ ଟେଲିଭିଜନ୍ ବନ୍ଦ କରିଦେଉଥିଲେ । ଆଉ ଯେତେବେଳେ ସେ ଗ୍ରାଉଣ୍ଡକୁ ଓହ୍ଲାଉଥିଲେ ପଡିଆରେ ଶୁଣାଯାଉଥିଲା କେବଳ ଗୋଟିଏ ନାମ ସଚିନ ସଚିନ । 16 ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ଲିଟିଲ ମାଷ୍ଟର । ପରେ ରେକର୍ଡର ପାହାଡ ପରି ସେ ଆଗକୁ ବଢିଚାଲିଲେ । ଆଉ ବୋଲାଇଲେ କିମ୍ବଦନ୍ତୀ କ୍ରିକେଟର । ରନ୍ ସ୍କୋର କରିବା ଏବଂ ରେକର୍ଡ ଭାଙ୍ଗିବାରେ ତାଙ୍କର ଭୋକ ଅଷ୍ଟ୍ରେଲିଆ ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ ।

happy-birthday-sachin-tendulkar
ସଚିନ@47: କୋରୋନା କାୟା ମଧ୍ୟରେ ଜନ୍ମଦିନ ପାଳିବେନି ମାଷ୍ଟାର ବ୍ଲାଷ୍ଟର

ଘରୋଇ ଷ୍ଟାଡିୟମ ୱାଙ୍ଖଡେରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ 200 ତମ ଟେଷ୍ଟ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ୍ ଥିଲା । 14 ନଭେମ୍ବର 2013 ମସିହାରେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ । ସେହିପରି ତେନ୍ଦୁଲକର ଡିସେମ୍ବର 2012ରେ ଶେଷ ଦିନିକିଆ ଖେଳିଥିଲେ ।

ସଚିନଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର-

  • କ୍ରିକେଟର ସମସ୍ତ ଫର୍ମାଟ- 34,357 ରନ୍
  • 200 ଟେଷ୍ଟରେ- 15,921ରନ
  • 4626 ଦିନିକିଆରେ- 18426ରନ
  • ଗୋଟିଏ ଅନ୍ତର୍ଜାତୀୟ ଟି-20ରେ- 10 ରନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.