ETV Bharat / sports

ଦକ୍ଷିଣ ଆଫ୍ରିକା କ୍ରିକେଟରେ ଗ୍ରେମ ସ୍ମିଥଙ୍କ ନୂଆ ଇଂନିସ

author img

By

Published : Dec 8, 2019, 4:56 PM IST

ପୂର୍ବତନ କ୍ୟାପଟେନ ଗ୍ରେମ ସ୍ମିଥ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା ବୋର୍ଡ(CSA) ସଭାପତି କ୍ରିସ ନେନଜାନି।

ଗ୍ରେମ ସ୍ମିଥ
ଗ୍ରେମ ସ୍ମିଥ

ହାଇଦ୍ରାବାଦ: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର କ୍ୟାପଟେନ ଗ୍ରେମ ସ୍ମିଥ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି । ସ୍ମିଥ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ । ଏନେଇ ସ୍ପଷ୍ଟ କରିଛନ୍ତି ଦକ୍ଷିଣ ଆଫ୍ରିକା ବୋର୍ଡ(CSA) ସଭାପତି କ୍ରିସ ନେନଜାନି ।

ସ୍ମିଥଙ୍କ ସହ ନିର୍ଦ୍ଦେଶକ ନିଯୁକ୍ତି ନେଇ କଥାବାର୍ତ୍ତା ଶେଷ ହୋଇଥିବା କହିଛନ୍ତି ନେନଜାନି । ଚୁକ୍ତିର ସମୟ ଅବଧି ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗନେଇ ଗୋଟିଏ ସପ୍ତାହ ମଧ୍ୟରେ ବୁଝାମଣା ଶେଷହେବ । ଏହାପରେ ଆନୁଷ୍ଠାନିକ ଭାବେ ସ୍ମିଥଙ୍କୁ ଟିମର ନିର୍ଦ୍ଦେଶକ ଭାବେ ଘୋଷଣା କରାଯିବ । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ବୈଠକରେ ସଭାପତି ନେନଜାନି ସୂଚନା ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ଟିମର ଖରାପ ପ୍ରଦର୍ଶନ ଜାରି ରହିଛି । ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ଖେଳିବ। ଏହା ପୂର୍ବରୁ, ନୂଆଭାବେ କୋଚ, ଚୟନକର୍ତ୍ତା ଓ ସପୋର୍ଟ ଷ୍ଟାଫ ନିଯୁକ୍ତ କରି ଦକ୍ଷ ଖେଳାଳି ଚୟନ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.