ETV Bharat / sports

କୋରୋନା ଭାଇରସ: ଆଫ୍ରିଦିଙ୍କ ସୁସ୍ଥତା କାମନା କଲେ ଗମ୍ଭୀର

author img

By

Published : Jun 14, 2020, 4:36 PM IST

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସାହିଦ ଆଫ୍ରିଦିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Goutam Gambhir reacts to Shahid Afridi being tested positive for COVID-19
କୋରୋନା ଭାଇରସ: ଆଫ୍ରିଦୀଙ୍କ ସୁସ୍ଥତା କାମନା କଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶନିବାର ଆଫ୍ରିଦି କୋରୋନା ପଜିଟିଭ ଥିବା ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ ।

  • I’ve been feeling unwell since Thursday; my body had been aching badly. I’ve been tested and unfortunately I’m covid positive. Need prayers for a speedy recovery, InshaAllah #COVID19 #pandemic #hopenotout #staysafe #stayhome

    — Shahid Afridi (@SAfridiOfficial) June 13, 2020 " class="align-text-top noRightClick twitterSection" data=" ">

କୌଣସି ବ୍ୟକ୍ତି ଏହି ମାରାତ୍ମକ ଭାଇରସର ସଂକ୍ରମଣ ନ ହୁଅନ୍ତୁ । ସାହିଦୀ ଆଫ୍ରିଦିଙ୍କ ସହ ରାଜନୈତିକ ମତପାର୍ଥକ୍ୟ ଥାଇପାରେ, ମାତ୍ର ମହାମାରରୀ କୋରୋନା ଭାଇରସ କବଳରୁ ସେ ଖୁବ ଶ୍ରୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲ ଗମ୍ଭୀର କହିଛନ୍ତି । ତେବେ ଆଫ୍ରିଦିଙ୍କ ଠାରୁ ଭାରତରେ ସଂକ୍ରମଣର ଶିକାର ହୋଇଥିବା ସମସ୍ତେ ମଧ୍ୟ ଶୀଘ୍ର ହୁଅନ୍ତୁ ବୋଲ କାମନା କରିଛନ୍ତି ଗମ୍ଭୀର ।

  • In shaa Allah you will be fine soon Ameen.prayers are for your long healthy life.Get well soon

    — Kamran Akmal (@KamiAkmal23) June 13, 2020 " class="align-text-top noRightClick twitterSection" data=" ">
  • Wish you speedy recovery Lala,get well soon ...

    — Sohail Tanveer (@sohailmalik614) June 13, 2020 " class="align-text-top noRightClick twitterSection" data=" ">

ପାକିସ୍ତାନୀ କ୍ରିକେଟର ୱାହାବ ରିଆଜ, ସୋହେଲ ତନଭିର, କାମରାନ ଆକମଲ ମଧ୍ୟ ଟ୍ବିଟ ଯୋଗେଁ ଆଫ୍ରିଦିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • Get well soon Shahid Bhai.

    — Wahab Riaz (@WahabViki) June 13, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.