ETV Bharat / sports

ଦିନିକିଆ କ୍ରିକେଟରେ କୋହଲିଙ୍କ ଠାରୁ ସଚିନ ଶ୍ରେଷ୍ଠ: ଗମ୍ଭୀର

author img

By

Published : May 21, 2020, 2:54 PM IST

ଦିନିକିଆ କ୍ରିକେଟରେ ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ ସଚିନ ତେନ୍ଦୁଲକର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ।

Goutam Gambhir picks  Sachin Tendulkar as better ODI batsman than Virat kohli
ଦିନିକିଆ କ୍ରିକେଟରେ କୋହଲିଙ୍କ ଠାରୁ ସଚିନ ଶ୍ରେଷ୍ଠ: ଗମ୍ଭୀର

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ ସଚିନ ତେନ୍ଦୁଲକର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ।

ମହାନ ଭାରତୀୟ କ୍ରିକେଟର ସଚିୱନ ତେନ୍ଦୁଲକର ବର୍ଷ 2013ରେ କ୍ରିକେଟରୁ ଅବସର ନେଇସାରିଛନ୍ତି । 463ଟି ଦିନିକିଆ ମ୍ୟାଚରୁ 44.83 ଆଭରେଜରେ 18,426 ରନ ସଂଗ୍ରହ କରିଛନ୍ତି ସଚିନ । ଏଥିମଧ୍ୟରେ 49ଟି ଶତକୀୟ ଇଂନିସ ସାମିଲ ରହିଛି ।

ଅନ୍ୟପଟେ କୋହଲି ଏଯାବତ 248ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରୁ 59.33 ହାରରେ 43 ଶତକ ସହାୟତାରେ 11,867 ରନ ସଂଗ୍ରହ କରିଛନ୍ତି । ତେବେ ହ୍ବାଟଇଟ ବଲ କ୍ରିକେଟରେ ନିୟମରେ ପରିବର୍ତ୍ତନ ହୋଇଛି । ସେହି ଦୃଷ୍ଟିରୁ ଗମ୍ଭୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ କୋହଲିଙ୍କ ତୁଳନାରେ, ସଚିନଙ୍କୁ ଚୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.