ETV Bharat / sports

‘କୁଣ୍ଡେଇ ହେବା ଭଳି ଅନୁଭବ ହେଉଛି, ବାହାରକୁ ଯାଇ ଖେଳିବାକୁ ଚାହେଁ’ - ବାହାରକୁ ଯାଇ ଖେଳିବାକୁ ଚାହେଁ

ଘରେ ରହି ରହି ଭଲ ଲାଗୁନି ବାହାରକୁ ଯାଇ ଖେଳିବାକୁ କିମ୍ବା ଆଉ କିଛି କରିବାକୁ ଚାହେଁ ବୋଲି କହିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ । ଅଧିକ ପଢ଼ନ୍ତୁ...

Feeling itchy, want to go out and play,  R Ashwin, କୁଣ୍ଡେଇ ହେବା ଭଳି ଅନୁଭବ ହେଉଛି, ବାହାରକୁ ଯାଇ ଖେଳିବାକୁ ଚାହେଁ, ରବିଚନ୍ଦ୍ରନ ଅଶ୍ବିନ
‘କୁଣ୍ଡେଇ ହେବା ଭଳି ଅନୁଭବ ହେଉଛି, ବାହାରକୁ ଯାଇ ଖେଳିବାକୁ ଚାହେଁ’
author img

By

Published : Jun 4, 2020, 9:51 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ହେତୁ ଦୁଇ ମାସରୁ ଅଧିକ ସମୟ ଧରି ନିଜ ଘରେ ବନ୍ଦୀ ହୋଇ ରହିବା ପରେ ଗୁରୁବାର ଦିନ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ କହିଛନ୍ତି, ବର୍ତ୍ତମାନ ତାଙ୍କୁ ‘କୁଣ୍ଡେଇ’ ହେବା ଭଳି ଅନୁଭବ ହେଉଛି ଏବଂ ସେ କେବଳ ବାହାରକୁ ଯାଇ ଖେଳିବାକୁ ଚାହୁଁଛନ୍ତି।

ମାରାତ୍ମକ କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ମାର୍ଚ୍ଚ 25 ତାରିଖରୁ ଲକଡାଉନ ଜାରି ରହିଥିବାରୁ ଅଶ୍ବିନୀ ବାହାରକୁ ଯାଇ ଅଭ୍ୟାସ କରିପାରିନଥିଲେ।

ସଦଗୁରୁଙ୍କ ସହ ଏକ ଅନଲାଇନ ଆଲୋଚନା ସମୟରେ ଅଶ୍ବିନୀ କହିଛନ୍ତି, “ପ୍ରଥମେ ମୁଁ ଅନୁଭବ କଲି ଯେ ମୁଁ ଠିକ ଅଛି, କିନ୍ତୁ ବର୍ତ୍ତମାନ ମତେ ପ୍ରକୃତରେ କୁଣ୍ଡେଇ ହେବା ଭଳି ଲାଗୁଛି । ମୁଁ ବାହାରକୁ ଯାଇ ଖେଳିବାକୁ କିମ୍ବା ସେପରି କିଛି କରିବାକୁ ଚାହୁଁଛି, ମତେ ଘରେ ଭିତରେ ପ୍ରକୃତରେ ଖରାପ ଲାଗୁଛି।’’ ବାର୍ତ୍ତାଳାପ ସମୟରେ ଅଶ୍ବିନୀଙ୍କୁ କୋଭିଡ-19 ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସଦଗୁରୁଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ।

33 ବର୍ଷୀୟ ସ୍ପିନର ଚେନ୍ନାଇରେ ରୁହନ୍ତି ଯେଉଁଠାରେ କ୍ରୀଡା କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.