ETV Bharat / sports

ବିଶ୍ବକପ: ଟସ୍‌ ହାରି ପ୍ରଥମେ ବୋଲିଂ କରୁଛି ଭାରତ - world cup

ବିଶ୍ବକପର 38ତମ ମ୍ୟାଚରେ ଅପରାଜେୟ ଭାରତକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ତେବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଆୟୋଜକ ଇଂଲଣ୍ଡ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 30, 2019, 3:10 PM IST

ବର୍ମିଂହାମ: ଆଜି ସଣ୍ଡେ ସୁପର ଫାଇଟରେ ଭାରତ-ଇଂଲଣ୍ଡ ଲଢେଇ । ବିଶ୍ବକପର 38ତମ ମ୍ୟାଚରେ ଅପରାଜେୟ ଭାରତକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ତେବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଆୟୋଜକ ଇଂଲଣ୍ଡ । ଫଳରେ ବୋଲିଂ କରୁଛି ଭାରତ । ତେବେ ସବୁଠାରୁ ବଡକଥା ହେଲା ଆଜି ମେନ ଇନ ଅରେଞ୍ଜରେ ଋିଷବ ପନ୍ଥଙ୍କୁ ସ୍ଥାନ ମିଳିଛି ।

ତେବେ ଇଂଲଣ୍ଡର ଏହି ବ୍ୟାଟିଂ ନିଷ୍ପତିରୁ ଜଣାପଡୁଛି, ଆଜି ମ୍ୟାଚ ହାଇ ସ୍କୋରିଂ ରହିବ । ଅନ୍ୟପଟେ ଭାରତର ବିଜୟ ପରାଜୟ ଉପରେ ନିର୍ଭର କରୁଛି ପାକିସ୍ତାନ ଓ ବାଂଲାଦେଶର ଭାଗ୍ୟ । ଫଳରେ ଦୁଇ ପଡୋଶୀ ଦେଶର କ୍ରିକେଟ ଫ୍ୟାନ୍ସ ଆଜି ଭାରତକୁ ଚିୟର-ଅପ କରିବାକୁ ସ୍ଥାନୀୟ ଇଯାବାଷ୍ଟନ ଷ୍ଟାଡିୟମରେ ପହଁଚିସାରିଛନ୍ତି ।

ଭାରତୀୟ ଏକାଦଶ: ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ରିଷଭ ପନ୍ତ, କେଦର ଯାଦବ, ମହେନ୍ଦ୍ର ସିଂ ଧୋନୀ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରା।

ଇଂଲଣ୍ଡ ଏକାଦଶ: ଜାସନ ରୟ, ଜନ୍ନି ବେଆରଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ (ଅଧିନାୟକ), ବେନ ଷ୍ଟୋକ୍ସ, ଜୋସ ବଟଲର (ଉଇକେଟକିପର), କ୍ରିସ ଓ୍ବକ୍ସ, ଆଦିଲ ରସିଦ, ଲିଆମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.