ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ: ଖାଲି ଷ୍ଟାଡିୟମରେ ହେବ ଫେକ ଦର୍ଶକଙ୍କ ଶବ୍ଦ

author img

By

Published : Jul 6, 2020, 6:21 PM IST

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ୱିସଡେନ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ 8 ତାରିଖରୁ ଆରମ୍ଭ ହେବ ।

England vs West Indies: Simulated crowd noise during Test matches to enhance atmosphere at empty stadiums
ଇଂଲଣ୍ଡ ବନାମ ଇଣ୍ଡିଜ: ଖାଲି ଷ୍ଟାଡିୟମରେ ହେବ ଫେକ ଦର୍ଶକଙ୍କ ଶବ୍ଦ

ସାଉଥାମ୍ପଷ୍ଟନ: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ୱିସଡେନ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ 8 ତାରିଖରୁ ଆରମ୍ଭ ହେବ । ଏହି ମ୍ୟାଚରୁ କୋରୋନା ଭାଇରସ ପାଇଁ ମାର୍ଚ୍ଚ ମାସରୁ ସ୍ଥଗିତ ଥିବା ଅନ୍ତର୍ଜାତୀୟ କ୍ରିକେଟ ପୁନଃ ଆରମ୍ଭ ହେବ ।

ତେବେ ଏହି ସିରିଜ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଟେଷ୍ଟ ସାଉଥାମ୍ପଷ୍ଟନ, ଦ୍ବିତୀୟ ଓ 3ୟ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବା ନେଇ ସୂଚୀ ରହିଛି। ତେବେ ଦର୍ଶକ ନଥିବାରୁ ଉଭୟ ଟିମ ମଧ୍ୟରେ ଏକ ରୋମାଞ୍ଚକର ଚୁକ୍ତି ହୋଇଛି ।

ଖାଲି ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଅନୁଭବ କରିବାକୁ ଦର୍ଶକଙ୍କ ମିଛ ଶବ୍ଦ କରାଯିବ । ମ୍ୟାଚର ସ୍ଥିତି ଅନୁଯାୟୀ ଏହି ମିଛ ଶବ୍ଦ ଷ୍ଟାଡିୟମରେ ଶୁଣାଯିବା ପାଇଁ ନିଷ୍ପତି ହୋଇଥିବା ଏକ ଇଂଲିସ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.