ETV Bharat / sports

ୱେଷ୍ଟଇଣ୍ଡିଜ ବନାମ ଇଂଲଣ୍ଡ: ଟେଷ୍ଟ ଡେବ୍ୟୁ ଲକ୍ଷ୍ୟରେ ସ୍ପିନର ପାର୍କିନସନ

author img

By

Published : Jun 19, 2020, 11:47 AM IST

ଇଂଲଣ୍ଡର ଯୁବ ଲେଗସ୍ପିନର ମାଟ୍ ପାର୍କିନସନ, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବା ନେଇ ଆଶାବାଦୀ ଅଛନ୍ତି ।

England spinner parkinson hopeful of playing the 1st test against WI
ୱେଷ୍ଟଇଣ୍ଡିଜ ବନାମ ଇଂଲଣ୍ଡ: ଟେଷ୍ଟ ଡେବ୍ୟୁ ଲକ୍ଷ୍ୟରେ ସ୍ପିନର ପାର୍କିନସନ

ଲଣ୍ଡନ: ଇଂଲଣ୍ଡର ଯୁବ ଲେଗସ୍ପିନର ମାଟ୍ ପାର୍କିନସନ, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଡେବ୍ୟୁ କରିବା ନେଇ ଆଶାବାଦୀ ଅଛନ୍ତି । ଜୁଲାଇ 8ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଦୁଇଟି ଟେଷ୍ଟ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବା ନେଇ ସୂଚୀ ରହିଛି । ଏହି ଦୁଇଟି ପିଚ ସ୍ପିନ ବୋଲିଂ ପାଇଁ ସାମାନ୍ୟ ଅନୁକୁଳ ଥିବାରୁ ଲେଗସ୍ପିନର ପାର୍କିନସନ ଡେବ୍ୟୁ କରିବା ସମ୍ଭାବନା ରହିଛି ।

England spinner parkinson hopeful of playing the 1st test against WI
ମାଟ୍ ପାର୍କିନସନ

ଏହି ଟେଷ୍ଟ ସିରିଜ ପାଇଁ 30 ଜଣିଆ ଇଂଲଣ୍ଡ ଦଳରେ 5ଜଣ ସ୍ପିନରଙ୍କ ମଧ୍ୟରେ 23ବର୍ଷୀୟ ପାର୍କିନସନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.