ମାଞ୍ଚେଷ୍ଟର: ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡରେ ବୁଧବାର ଠାରୁ ଆରମ୍ଭ ହୋଇଛି ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଆଜିର ପ୍ରଥମ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅଝର ଅଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ପୂର୍ବରୁ ୱେଷ୍ଟଇଣ୍ଡିବ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜକୁ ରୋମାଞ୍ଜକ ଭାବେ ହାତେଇ ଥିଲା ଘରୋଇ ଇଂଲଣ୍ଡ । ତେବେ କୋରୋନା ମହାମାରୀ ମଧ୍ୟରେ ଏହା 2ୟ ଟେଷ୍ଟ ସିରିଜ ।
-
Azhar Ali has won the toss and chosen to bat first 🇵🇰 #ENGvPAK pic.twitter.com/iavAG6cYQg
— ICC (@ICC) August 5, 2020 " class="align-text-top noRightClick twitterSection" data="
">Azhar Ali has won the toss and chosen to bat first 🇵🇰 #ENGvPAK pic.twitter.com/iavAG6cYQg
— ICC (@ICC) August 5, 2020Azhar Ali has won the toss and chosen to bat first 🇵🇰 #ENGvPAK pic.twitter.com/iavAG6cYQg
— ICC (@ICC) August 5, 2020
- ଇଂଲଣ୍ଡ ଏକାଦଶ: ରୋରୀ ବ୍ରୁର୍ନସ୍, ଡୋମିନିକ୍ ସିବିଲି, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ଜୋସ୍ ବଟଲର, କ୍ରିସ୍ ୱକ୍ସ, ଡୋମିନିକ୍ ବେସ୍, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ ।
- ପାକିସ୍ତାନ ଏକାଦଶ: ଶାନ ମାସୁଦ, ଆବିଦ୍ ଅଲ୍ଲ, ଅଝର ଅଲି (ଅଧିନାୟକ), ବାବର ଆଜାମ, ଆସାଦ ଶାଫିକ୍, ମହମ୍ମଦ ରିଜୱାନ, ଶାଦବ ଖାନ, ୟାସିର ଶାହା, ମହମ୍ମଦ ଅବ୍ବାସ, ଶାହିନ ଆଫ୍ରିଦି, ନାସିମ ଶାହା ।