ETV Bharat / sports

କୋରୋନା ସହାୟତା: ଜୋକୋଭିକ୍ ଦେଲେ 1 ମିଲିୟନ୍ ୟୁରୋ

author img

By

Published : Mar 28, 2020, 8:22 AM IST

ସର୍ବିଆ ଦେଶର ତଥା ଦୁନିଆ ନଂ 1 ଟେନିସ ଖେଳାଳି ନୋଭାକ ଜୋକୋଭିକ୍ ତାଙ୍କ ଦେଶକୁ କୋରୋନା ସହାୟତାରେ 1 ମିଲିୟନ୍ ୟୁରୋ(ପାଖାପାଖି 9 କୋଟି) ଟଙ୍କା ପ୍ରଦାନ କରିଛନ୍ତି ।

djokovic-donates-1-million-to-serbia-in-covid-19-fight
କୋରୋନା ସହାୟତା: ଜୋକୋଭିକ୍ ଦେଲେ 1 ମିଲିୟନ୍ ୟୁରୋ

ନୂଆଦିଲ୍ଲୀ: ସର୍ବିଆ ଦେଶର ତଥା ଦୁନିଆ ନଂ 1 ଟେନିସ ଖେଳାଳି ନୋଭାକ ଜୋକୋଭିକ୍ ତାଙ୍କ ଦେଶକୁ କୋରୋନା ସହାୟତାରେ 1 ମିଲିୟନ୍ ୟୁରୋ(ପାଖାପାଖି 9 କୋଟି) ଟଙ୍କା ପ୍ରଦାନ କରିଛନ୍ତି । ଏହି ଭାଇରସ୍ ଚିକିତ୍ସାରେ ଆବଶ୍ୟକ ଉପକରଣ କିଣିବାରେ ସାହାଯ୍ୟ ସେ ଏହି ରାଶି ଦେଶକୁ ସାହାଯ୍ୟ କରିଥିବା କହିଛନ୍ତି ।

ଜୋକୋଭିକ୍ କହିଛନ୍ତି ଯେ, ‘‘ ମୁଁ କୋରୋନା ଭାଇରସ୍ ଦ୍ବାରା ସଂକ୍ରମିତ ସମସ୍ତଙ୍କୁ ସାହାଯ୍ୟ କରିଥିବାରୁ ମୁଁ ବିଶ୍ବର ସମସ୍ତ ମେଡିକାଲ୍ କର୍ମଚାରୀଙ୍କୁ କୃତଜ୍ଞତା ଜଣାଉଛି । ଦୁର୍ଭାଗ୍ୟବଶତଃ, ଦିନକୁ ଦିନ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ମୋ ପତ୍ନୀ ଜେଲେନା ଏବଂ ମୁଁ ଏକ ଯୋଜନା ପ୍ରସ୍ତୁତ କରୁଛୁ, କିପରି ଭାବରେ ଆମେ ଆବଶ୍ୟକ ଲୋକମାନଙ୍କୁ କିଛି ଦାନ କରି ପାରିବୁ । ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ କିଣିବା ପାଇଁ ଆମର ଦାନ ଏକ ମିଲିୟନ୍ ୟୁରୋ ଅଟେ ।’’

ସର୍ବିଆରେ 7ଜଣ ମୃତ୍ୟୁ ଏବଂ 450ରୁ ଅଧିକ କୋରୋନା ଭାଇରସ୍ ସଂକ୍ରମଣର ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.