ଦୁବାଇ: ସେପ୍ଟେମ୍ବର 19ରୁ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ହେବ । ସେଥିପାଇଁ ସମସ୍ତ ଟିମ ୟୁଏଇ ପହଞ୍ଚିସାରିଥିବା ବେଳେ, ବିଦେଶୀ ଖେଳାଳି ଓ କୋଚ ୟୁଏଇ ପହଞ୍ଚିବାରେ ଲାଗିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ରିକି ପଣ୍ଟିଂ ଗୁରୁବାର ଆଇପିଏଲ 2020 ପାଇଁ ଦୁବାଇରେ ପହଞ୍ଚିଛନ୍ତି । ନବନିଯୁକ୍ତ ବୋଲିଂ କୋଚ ରିଆନ ହାରିସ ମଧ୍ୟ ଦୁବାଇ ଅଭିମୁଖେ ଉଡାଣ ଭରିଛନ୍ତି ।
ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ବିଟର ଆକାଉଣ୍ଟରେ କୋଚଙ୍କୁ ଦୁବାଇରେ ସ୍ବାଗତ ଜଣାଯାଇଛି ।
-
Our new Bowling Coach has taken off for 🇦🇪
— Delhi Capitals (Tweeting from 🇦🇪) (@DelhiCapitals) August 27, 2020 " class="align-text-top noRightClick twitterSection" data="
Awaiting to welcome you to DC, @r_harris413 💙#Dream11IPL #YehHaiNayiDilli pic.twitter.com/KmJchdlZWC
">Our new Bowling Coach has taken off for 🇦🇪
— Delhi Capitals (Tweeting from 🇦🇪) (@DelhiCapitals) August 27, 2020
Awaiting to welcome you to DC, @r_harris413 💙#Dream11IPL #YehHaiNayiDilli pic.twitter.com/KmJchdlZWCOur new Bowling Coach has taken off for 🇦🇪
— Delhi Capitals (Tweeting from 🇦🇪) (@DelhiCapitals) August 27, 2020
Awaiting to welcome you to DC, @r_harris413 💙#Dream11IPL #YehHaiNayiDilli pic.twitter.com/KmJchdlZWC
-
𝙲𝙾𝙰𝙲𝙷 𝙲𝙷𝙴𝙲𝙺𝚂 𝙸𝙽 🇦🇪 🛎️
— Delhi Capitals (Tweeting from 🇦🇪) (@DelhiCapitals) August 27, 2020 " class="align-text-top noRightClick twitterSection" data="
Welcome to Dubai, @RickyPonting 😍#Dream11IPL #YehHaiNayiDilli @Address_Hotels pic.twitter.com/9jL2BCnwQC
">𝙲𝙾𝙰𝙲𝙷 𝙲𝙷𝙴𝙲𝙺𝚂 𝙸𝙽 🇦🇪 🛎️
— Delhi Capitals (Tweeting from 🇦🇪) (@DelhiCapitals) August 27, 2020
Welcome to Dubai, @RickyPonting 😍#Dream11IPL #YehHaiNayiDilli @Address_Hotels pic.twitter.com/9jL2BCnwQC𝙲𝙾𝙰𝙲𝙷 𝙲𝙷𝙴𝙲𝙺𝚂 𝙸𝙽 🇦🇪 🛎️
— Delhi Capitals (Tweeting from 🇦🇪) (@DelhiCapitals) August 27, 2020
Welcome to Dubai, @RickyPonting 😍#Dream11IPL #YehHaiNayiDilli @Address_Hotels pic.twitter.com/9jL2BCnwQC
-
My view for the next 6 days, hotel quarantine is officially underway. pic.twitter.com/gsH191DBvN
— Ricky Ponting AO (@RickyPonting) August 27, 2020 " class="align-text-top noRightClick twitterSection" data="
">My view for the next 6 days, hotel quarantine is officially underway. pic.twitter.com/gsH191DBvN
— Ricky Ponting AO (@RickyPonting) August 27, 2020My view for the next 6 days, hotel quarantine is officially underway. pic.twitter.com/gsH191DBvN
— Ricky Ponting AO (@RickyPonting) August 27, 2020
ଆଇପିଏଲ ପାଇଁ ବିସିସିଆଇର କୋଭିଡ-19 ଏସଓପି ଅନୁଯାୟୀ, ସମସ୍ତ ଖେଳାଳି 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଛନ୍ତି । ତେବେ ଏକମାତ୍ର ଟିମ ଭାବେ ରାଜସ୍ଥାନ ରୟାଲ୍ସ କ୍ବାରେଣ୍ଟିନ ସମୟ ଶେଷ କରିବା ପରେ ଅଭ୍ଯାସ ଆରମ୍ଭ କରିଛି ।
କ୍ବାରେଣ୍ଟିନ ରହିବାର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ଖେଳାଳିଙ୍କର RT-PCR ଟେଷ୍ଟ କରାଯାଉଛି । ସମସ୍ତ 3ଟି ଟେଷ୍ଟରେ ନେଗେଟିଭ ପରେ ଜଣେ ଖେଳାଳି, କ୍ବାରେଣ୍ଟିନର ସପ୍ତମ ଦିନରେ ଜୈବ ସୁରକ୍ଷିତ ପରିବେଶରେ ପ୍ରବେଶ କରିବା ପାଇଁ ସ୍ଥିର ହୋଇଛି ।
ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ ମଧ୍ୟ କ୍ବାରେଣ୍ଟିନରେ ରହିବା ଆରମ୍ଭ କରିଛନ୍ତି । ଏନେଇ ପଣ୍ଟିଂ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ଆଇପିଏଲର 13ତମ ସଂସ୍କରଣ ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ 53 ଦିନ ଧରି ଖେଳାଯିବ । ୟୁଏଇର ଆବୁଧାବି, ସାରଜହ ଓ ଦୁବାଇ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ